କଟକ: କାଠଯୋଡ଼ି ପୋଲ ଉପରୁ ନଦୀକୁ ଡେଇଁଲେ ଯୁବକ, ଯୁବକଙ୍କ ଘର ଭୁବନେଶ୍ବର ଖାରବେଳନଗର ଅଞ୍ଚଳରେ ହୋଇଥିବା ସୂଚନା, ଗତକାଲି ସପନ ବେହେରା ନିଖୋାଜ ନେଇ ଅଭିଯୋଗ କରିଥିଲେ ପରିବାର ଲୋକେ, ପୋଲ ଉପରେ ସ୍କୁଟି ରଖି ନଦୀକୁ ଡେଇଁଥିବା ଦେଖିଲେ ସ୍ଥାନୀୟ ଲୋକେ, ଓଡ୍ରାଫ ଟିମ୍‌ର ପକ୍ଷରୁ ଖୋଜାଖୋଜି ପରେ ମିଳିଲା ମୃତଦେହ

Leave a Reply

Your email address will not be published. Required fields are marked *