ଭିଜିଲାନ୍ସ ଜାଲରେ ମୟୂରଭଞ୍ଜ ବଡ଼ସାହି BEO ଅଫିସର କନିଷ୍ଠ ସହାୟକ ବିକ୍ରମ ବେହେରା, ୧୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରିଲା ବାଲେଶ୍ବର ଭିଜିଲାନ୍ସ ଟିମ୍

ଭିଜିଲାନ୍ସ ଜାଲରେ ମୟୂରଭଞ୍ଜ ବଡ଼ସାହି BEO ଅଫିସର କନିଷ୍ଠ ସହାୟକ ବିକ୍ରମ ବେହେରା | ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କଠାରୁ ୧୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରିଲା ବାଲେଶ୍ବର ଭିଜିଲାନ୍ସ ଟିମ୍ | ବାରିପଦାର ସରକାରୀ କ୍ବାର୍ଟର୍ସ, ବଡ଼ସାହି କାର୍ଯ୍ୟାଳୟ ଏବଂ ଛେଳିଆରେ ଥିବା ପୈତୃକ ଘରେ ଚଢ଼ାଉ ଜାରି

Leave a Reply

Your email address will not be published. Required fields are marked *