ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ଭୂପେନ୍ଦ୍ର ପଟେଲ୍‌ | ଶପଥ ଉତ୍ସବରେ ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀ ସାମିଲ, ସପ୍ତମ ଥର ପାଇଁ ସରକାର ଗଢ଼ିଲା ବିଜେପି | ଗୁଜରାଟ ଗାନ୍ଧିନଗରରେ ଶପଥ ଗ୍ରହଣ ଉତ୍ସବ | ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଭୂପେନ୍ଦ୍ର ପଟେଲ୍‌ଙ୍କର ଦ୍ବିତୀୟ ପାଳି ।

Leave a Reply

Your email address will not be published. Required fields are marked *