ରାଜ୍ୟ ବିଜେପି ମୁଖ୍ୟାଳୟରେ ମିଶ୍ରଣ ପର୍ବରେ ମମିତା ମାମଲା ହାଇକୋର୍ଟକୁ ଯ୍ରିବା ସରକାରଙ୍କ ପ୍ରାୟୋଜିତ ବୋଲି ଅଭିଯୋଗ ଆଣିଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ମନ୍ତ୍ରୀଙ୍କୁ ବହିଷ୍କାର କରିବାର ନୈତିକତା କୁଆଡ଼େ ଗଲା ବୋଲି କଲେ ପ୍ରଶ୍ନ ।ପଛୁଆ ଅଞ୍ଚଳ ପାଇଁ ମୋଦି ଜିଲ୍ଲା ଖଣିଜ ପାଣ୍ଠି ଗଠନ କରିଛନ୍ତି। କିନ୍ତୁ ବିନା ଟେଣ୍ଡରରେ ଖଣିଜ ପାଣ୍ଠି ଖର୍ଚ୍ଚ ହେଉଛି। ଓଡ଼ିଶାରେ ୨୫ ଲକ୍ଷ ଟିକା ମହଜୁଦ ଅଛି, କିନ୍ତୁ ଦେବାର ବ୍ୟବସ୍ଥା ହେଉନି। ଯୋଜନାର ସୁଫଳ ଗରିବଙ୍କ ପାଖରେ ପହଞ୍ଚିବା ଦରକାର। ଗଣତନ୍ତ୍ରରେ ଜନତା ହେଉଛନ୍ତି ପ୍ରକୃତ ମାଲିକ : ଧର୍ମେନ୍ଦ୍ର ।

Leave a Reply

Your email address will not be published. Required fields are marked *