ଜୁନିୟର ପୁରୁଷ ହକି ବିଶ୍ବକପ : USA ବିରୋଧରେ ସର୍ବାଧିକ ୧୮ଟି ଗୋଲ ଦେଇ ସ୍ପେନର ରେକର୍ଡ ଭାଙ୍ଗିଲା ପାକିସ୍ତାନ । ଚଳିତ ବିଶ୍ଵକପରେ ପୂର୍ବରୁ ସ୍ପେନ USA ବିରୋଧରେ ସର୍ବାଧିକ ୧୭ଟି ଗୋଲ କରି ଗୋଟିଏ ମ୍ୟାଚ୍‌ରେ ସର୍ବାଧିକ ଗୋଲ ସ୍କୋରର ରେକର୍ଡ କରିଥିଲା । ଆଜିର ମ୍ୟାଚ୍‌ରେ USAକୁ ୨-୧୮ ଗୋଲରେ ପରାସ୍ତ କରିଛି ପାକିସ୍ତାନ

Leave a Reply

Your email address will not be published. Required fields are marked *