ସଂସଦକୁ ସବୁଜ ହାଇଡ୍ରୋଜେନ ଚାଳିତ କାରରେ ଆସିଲେ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡକରୀ । କାରଟିର ନାମ ‘ମିରାଇ’, ଏହାର ଅର୍ଥ ଭବିଷ୍ୟତ । ଆମକୁ ଇନ୍ଧନରେ ଆତ୍ମ ନିର୍ଭରଶୀଳ ହେବାକୁ ପଡିବ ବୋଲି ନୀତିନ ଗଡକରୀଙ୍କ ପ୍ରତିକ୍ରିୟା |

Leave a Reply

Your email address will not be published. Required fields are marked *