ତାମିଲନାଡୁ ତାଞ୍ଜୋର କାଲିମେଡୁ ପର୍ବ ବେଳେ ଅଘଟଣ ; ବିଦ୍ୟୁତ ଆଘାତରେ ୧୧ ମୃତ, ୧୪ ଆହତ । ମୃତକଙ୍କ ମଧ୍ୟରେ କିଛି ପିଲା ଥିବା ସୂଚନା । ୯୪ତମ ଗୁରୁପୂଜା ପାଇଁ ରଥଯାତ୍ରା ଉତ୍ସବ ଚାଲିଥିବାବେଳେ ବିଦ୍ୟୁତ ସଂସ୍ପର୍ଶ ରଥଟି ଆସି ଅଘଟଣ ଘଟିଛି ।

Leave a Reply

Your email address will not be published. Required fields are marked *