ବାଲେଶ୍ବର: ମଥାନୀରେ ବିପଦ ସଂକେତ ଉପରେ ଜଳକା ନଦୀ, ବିପଦ ସଙ୍କେତ 5.50 ମିଟର ଥିବା ବେଳେ, ଜଳସ୍ତର ରହିଛି 6.35 ମିଟର, ଜଳକାରେ ବନ୍ୟା ଆଶଙ୍କା, ପ୍ରଭାବିତ ହୋଇପାରେ ବସ୍ତା ଓ ସଦର ବ୍ଲକର 50 ଗାଁ, ଉପର ମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ଫୁଲୁଛି ଜଳକାର ଜଳ

Leave a Reply

Your email address will not be published. Required fields are marked *