

- ବାରବାଟୀରେ ଖେଳାଯିବ ଭାରତ-ଦକ୍ଷିଣ ଆଫ୍ରିକା ମୁକାବିଲା । OCA ସଂପାଦକ ସଞ୍ଜୟ ବେହେରାଙ୍କ ସୂଚନା । ବାରବାଟୀ ମ୍ୟାଚ୍ ନେଇ BCCI ଦେଇଛି ସହମତି । BCCI ସଭାପତିଙ୍କ ସହ ଏ ସଂପର୍କରେ ଆଲୋଚନା ହୋଇଛି । ଜୁନ୍ ମାସରେ ଖେଳାଯିବ ଭାରତ-ଦକ୍ଷିଣଆଫ୍ରିକା T 20 ମ୍ୟାଚ୍ |
- ହାଇବ୍ରିଡ୍ ମୋଡ୍ରେ ଚାଲିବ ଓଡ଼ିଶା ହାଇକୋର୍ଟ | ଉଭୟ ଭର୍ଚୁଆଲ ଓ ଫିଜିକାଲ ମୋଡ୍ରେ ଚାଲିବା ପାଇଁ ନିଷ୍ପତ୍ତି । ଶତ ପ୍ରତିଶତ କର୍ମଚାରୀଙ୍କୁ ନେଇ ଚାଲିବ ହାଇକୋର୍ଟ । ଫେବ୍ରୁଆରି ୭ରୁ ହାଇକୋର୍ଟରେ ଲାଗୁ ହେବ ଏହି ବ୍ୟବସ୍ଥା । ଜାନୁଆରି ୧୦ରୁ ଫେବୃଆରି ୪ ପର୍ଯ୍ୟନ୍ତ କେବଳ ଭିସିରେ ଚାଲୁଥିଲା |