ଆସନ୍ତା ୨୧ ଅପରାହ୍ନ ୪ ଟାରେ ନୀଳାଦ୍ରି ଭକ୍ତ ନିବାସରେ ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ | ଲଗାତାର ୩ଟି ବୈଠକରେ ଅନୁପସ୍ଥିତ ରହିଛନ୍ତି ଏଏସଆଇ ଅଧିକାରୀ

ଆସନ୍ତା ୨୧ରେ ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ । ଅପରାହ୍ନ ୪ ଟାରେ ନୀଳାଦ୍ରି ଭକ୍ତ ନିବାସରେ ବସିବ ବୈଠକ । ୪ଟି ପ୍ରସଙ୍ଗକୁ ନେଇ ବୈଠକରେ ହେବ ଆଲୋଚନା । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗ ଉପରେ ହେବ ଆଲୋଚନା । ଲଗାତାର ୩ଟି ବୈଠକରେ ଅନୁପସ୍ଥିତ ରହିଛନ୍ତି ଏଏସଆଇ ଅଧିକାରୀ ।

Leave a Reply

Your email address will not be published. Required fields are marked *