ମୟୂରଭଞ୍ଜ ଜିଲ୍ଲା ITDA କନିଷ୍ଠ ଯନ୍ତ୍ରୀ ସନ୍ତୋଷ ଦାସଙ୍କ ଘରେ ଭିଜିଲାନ୍ସ ଚଢ଼ାଉ। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ବାରିପଦା, ବାଲେଶ୍ବର, ଭଦ୍ରକରେ ଏକକାଳୀନ ୧୧ଟି ସ୍ଥାନରେ ଚଢ଼ାଉ ଜାରି | ପ୍ରତି ଟିମ୍‌ରେ ଅଛନ୍ତି ୧୦ ଜଣ ଲେଖାଏଁ ଅଧିକାରୀ | କଟକ ଭିଜିଲାନ୍ସ ପକ୍ଷରୁ ଏହି ଚଢ଼ାଉ ଚାଲିଛି

Leave a Reply

Your email address will not be published. Required fields are marked *