ରାଜ୍ୟରେ ଆଜିଠୁ ବଦଳିବ ପାଗ, କାଲିଠୁ ଶୁଖିଲା ରହିବ ଉପକୂଳ, ସାରା ରାଜ୍ୟରେ ସ୍ବାଭାବିକ ଭାବେ ଶୀତ ଅନୁଭୂତ ହେବ

ରାଜ୍ୟରେ ଆଜିଠୁ ବଦଳିବ ପାଗ, କାଲିଠୁ ଶୁଖିଲା ରହିବ ଉପକୂଳ | ଓଡ଼ିଶାର କିଛି ଜିଲ୍ଲାରେ ପାଗ ମେଘୁଆ ରହିବ, ଉତ୍ତର ଉପକୂଳ ଓଡ଼ିଶାର କିଛି ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା, ଆଜିଠୁ ୩ରୁ ୪ ଡିଗ୍ରୀ ଯାଏ ତଳକୁ ଖସିବ ରାତିର ତାପମାତ୍ରା, ସାରା ରାଜ୍ୟରେ ସ୍ବାଭାବିକ ଭାବେ ଶୀତ ଅନୁଭୂତ ହେବ

Leave a Reply

Your email address will not be published. Required fields are marked *