ବାଲେଶ୍ବର ନୀଳଗିରି ମତଦାନ କେନ୍ଦ୍ରରେ ମହିଳାଙ୍କ ମୃତ୍ୟୁ । ୧୧ନଂ ଜୋନ ବରହମପୁର ପଞ୍ଚାୟତ ୭ ନମ୍ବର ବୁଥରେ ଅଘଟଣ । ମୃତ ମହିଳା ୬୫ ବର୍ଷୀୟ ସତ୍ୟଭାମା ବାରିକ । କେଉଁ କାରଣରୁ ମୃତ୍ୟୁ ହେଲା ସେ ନେଇ ତଦନ୍ତ ଜାରି |

Leave a Reply

Your email address will not be published. Required fields are marked *