ଦେଶରେ ୧୦୦ କୋଟି ଟପିଲା କୋଭିଡ ଟିକାକରଣ

ଦେଶରେ ୧୦୦ କୋଟି ଟପିଲା କୋଭିଡ ଟିକାକରଣ, ଦେଶବାସୀଙ୍କୁ ଟ୍ବିଟ୍ କରି ଶୁଭେଚ୍ଛା ଜଣାଇଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଡାକ୍ତର, ନର୍ସ ଏବଂ ସ୍ବାସ୍ଥ୍ୟକର୍ମୀଙ୍କୁ ଧନ୍ୟବାଦ ଦେଲେ ଧର୍ମେନ୍ଦ୍ର । କୋରୋନା ଲଢ଼େଇରେ ଭାରତ ମାଇଲ୍ଡଷ୍ଟାନ ଅତିକ୍ରମ କରିଛି ।

ଦେଶରେ ୫୧.୯% ପୁରୁଷ ଏବଂ ୪୮.୧% ମହିଳା ନେଇଛନ୍ତି କୋଭିଡ ଟିକା । ଭାରତୀୟ ଯଦି କୌଣସି କାମ କରିବାକୁ ସ୍ଥିର କରନ୍ତି ତାହା କେବେ ଅସମ୍ଭବ ହୋଇନଥାଏ ।
ଏକଥା ସବୁ ବେଳେ ପ୍ରଧାନମନ୍ତ୍ରୀ କହିଥାନ୍ତି, ଯାହା ଆଜି ପ୍ରମାଣିତ ହୋଇଛି: ଧର୍ମେନ୍ଦ୍ର

Leave a Reply

Your email address will not be published. Required fields are marked *