ଆଜି ୬୨ତମ ପୋଲିସ ସହିଦ ଦିବସ ; ପୋଲିସ ମୁଖ୍ୟାଳୟରେ ଏକ ସ୍ବତନ୍ତ୍ର ଉତ୍ସବ ଆୟୋଜନ

ଆଜି ୬୨ତମ ପୋଲିସ ସହିଦ ଦିବସ ପୋଲିସ ମୁଖ୍ୟାଳୟରେ ଏକ ସ୍ବତନ୍ତ୍ର ଉତ୍ସବ ଆୟୋଜନ, ଚଳିତ ବର୍ଷ ୨୬ ଜଣ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ DGP, ପୋଲିସ ଡିଜିଙ୍କ ସହ ଟ୍ବିନ ସିଟିରେ କାର୍ଯ୍ୟରତ ସମସ୍ତ ବରିଷ୍ଠ IPS ଉପସ୍ଥିତ ।

Leave a Reply

Your email address will not be published. Required fields are marked *