ନୟାଗଡ଼ ଫତେଗଡ଼ରୁ ୧୧୬ କିଲୋ ଗଞ୍ଜେଇ ଜବତ । ଦାମୀ ଗାଡ଼ି ସହ ଗଞ୍ଜେଇ ଜବତ କଲା କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ । ଗଞ୍ଜେଇ ଚାଲାଣ ଅଭିଯୋଗରେ ବୁଲୁ ବେହେରା ଗିରଫ । ୨୦୨୦ରୁ ଏବେ ସୁଦ୍ଧା ୯୦ କ୍ବିଣ୍ଟାଇ ଗଞ୍ଜେଇ ଜବତ ହୋଇଛି

Leave a Reply

Your email address will not be published. Required fields are marked *