୨୦୨୧ରେ ଜବତ ହୋଇଛି ୧୪ଟି କଲରାପତାରିଆ ବାଘ ଛାଲ, ୧୨ଟି ହାତୀ ଦାନ୍ତ, ୫ଟି ହରିଣ ଛାଲ, ୧୦ କିଲୋ ବଜ୍ରକାପ୍ତା କାତି। ଚୋରା ଚାଲାଣ ବେଳେ ଉଦ୍ଧାର ହୋଇଛି ୬ଟି ଜୀବନ୍ତ ବଜ୍ରକାପ୍ତା । ୨୭ଟି ମାମଲା ରୁଜୁ କରି ୫୦ ଅଭିଯୁକ୍ତଙ୍କୁ ଗିରଫ କରିଛି ବନ ବିଭାଗ । କ୍ରାଇମବ୍ରାଞ୍ଚ ADG ସଞ୍ଜୀବ ପଣ୍ଡାଙ୍କ ସୂଚନା

Leave a Reply

Your email address will not be published. Required fields are marked *