ଦେଶରେ ୨ ଲକ୍ଷ ୮୫ ହଜାର ୯୧୪ କୋରୋନା ଆକ୍ରାନ୍ତ ଚିହ୍ନଟ

ଦେଶରେ ଦୈନିକ ସଂକ୍ରମଣ ହାର ୧୬.୧୬% ରହିଛି | ୬୬୫ କୋଭିଡ ରୋଗୀଙ୍କ ମୃତ୍ୟୁ, ମୋଟ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୯୧ ହଜାର ୧୨୭କୁ ବୃଦ୍ଧି | ୨୪ ଘଣ୍ଟାରେ ସୁସ୍ଥ ହେଲେ ୨ ଲକ୍ଷ ୯୯ ହଜାର ୭୩ ଆକ୍ରାନ୍ତ, ମୋଟ୍‌ ୩ କୋଟି ୭୩ ଲକ୍ଷ ୭୦ ହଜାର ୯୭୧ ସୁସ୍ଥ | ସକ୍ରିୟ ଆକ୍ରାନ୍ତ ସଂଖ୍ୟା ୨୨ ଲକ୍ଷ ୨୩ ହଜାର ୧୮, ଟିକା ନେଲେଣି ୧୬୩ କୋଟି ୫୮ ଲକ୍ଷ ୪୪ ହଜାର ୫୩୬ ଡୋଜ୍,କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା |

Leave a Reply

Your email address will not be published. Required fields are marked *