ଭାରତ-ପାକିସ୍ତାନ ମ୍ୟାଚ ପରେ ଦେଶ ବିରୋଧୀ ମନ୍ତବ୍ୟ ଦେଇ କଟକ ପଶ୍ଚିମକଛର ଜଣେ ଯୁବକ ଗିରଫ

କଟକ ପଶ୍ଚିମକଛର ଯୁବକକୁ ଗିରଫ କରି କୋର୍ଟ ଚାଲାଣ କଲା ଜଗତପୁର ପୋଲିସ
ଭାରତ-ପାକିସ୍ତାନ ମ୍ୟାଚ ପରେ ଦେଇଥିଲେ ଦେଶ ବିରୋଧୀ ମନ୍ତବ୍ୟ
ବିବାଦୀୟ ମନ୍ତବ୍ୟର ଅଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା
IPCର ଧାରା 153A ଓ 294 ଧାରାରେ ମାମଲା ରୁଜୁ

Leave a Reply

Your email address will not be published. Required fields are marked *