କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ କେନ୍ଦ୍ରଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି, ପୁରୀ ହାଟିଆ ତପସ୍ବିନୀ ଏକ୍ସପ୍ରେସକୁ LHB କୋଚ୍‌ରେ ପରିଣତ କରିବାକୁ ଚିଠି, ଯାତ୍ରୀଙ୍କ ସୁବିଧାକୁ ଗୁରୁତ୍ବ ଦେଇ ହସ୍ତକ୍ଷେପ କରିବାକୁ ଧର୍ମେନ୍ଦ୍ରଙ୍କ ଅନୁରୋଧ

Read more

ED ସ୍କାନରରେ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଝିଅ । ଆଜି ED କାର୍ଯ୍ୟାଳୟରେ ହାଜର ପାଇଁ ହୋଇଛି ନୋଟିସ । ପୂର୍ବତନ IFS ଅଧିକାରୀ ଅଭୟକାନ୍ତ ପାଠକ ଲିଙ୍କରେ ଜେରା କରିପାରେ ED ଅଭୟକାନ୍ତଙ୍କ ଆକାଉଣ୍ଟରୁ ଟଙ୍କା ଟ୍ରାଞ୍ଜାକସନ ନେଇ EDକୁ ମିଳିଛି ପ୍ରମାଣ, ଗତକାଲି ଅଭୟ ପାଠକଙ୍କୁ ସାଢ଼େ 11 ଘଣ୍ଟା ଜେରା କରିଥିଲା ED

Read more