ବିଭିନ୍ନ ୟୁନିଭର୍ସିଟି ଓ କଲେଜରେ ପିଜି ଆଡମିଶନ ପାଇଁ ପ୍ରଥମ ସିଲେକ୍ସନ : ପ୍ରଥମ ସିଲେକ୍ସନରେ ଆଡମିଶନ ପାଇଁ ୧୨୨୧୪ ଛାତ୍ରଛାତ୍ରୀ ମନୋନୀତ, ୪୭୧୩ ଜଣ ଛାତ୍ର ଓ ୭୫୦୧ ଜଣ ଛାତ୍ରୀ ଆଡମିଶନ ପାଇଁ ମନୋନୀତ; ଆସନ୍ତା ୨୩ରୁ ୨୮ ତାରିଖ ପର୍ଯ୍ୟନ୍ତ ଆଡମିଶନ ପାଇଁ ଦିନ ଧାର୍ଯ୍ୟ

ବିଭିନ୍ନ ୟୁନିଭର୍ସିଟି ଓ କଲେଜରେ ପିଜି ଆଡମିଶନ ପାଇଁ ପ୍ରଥମ ସିଲେକ୍ସନ: ପ୍ରଥମ ସିଲେକ୍ସନରେ ଆଡମିଶନ ପାଇଁ ୧୨୨୧୪ ଛାତ୍ରଛାତ୍ରୀ ମନୋନୀତ, ୪୭୧୩ ଜଣ ଛାତ୍ର ଓ

Read more

ଗଞ୍ଜାମର ଜଣେ ନିଶା ବେପାରୀଙ୍କ ଘରୁ ପୁଲିସ ୮ କେଜି ୫୯୮ ଗ୍ରାମ ସୁନା, ନଗଦ ୭୫ ଲକ୍ଷ ୯ ହଜାର ଟଙ୍କା, ୩୪ କେଜି ଗଞ୍ଜେଇ ଓ ୧୦ କେଜି ଅଫ ଜବତ କରିଛି

ଗଞ୍ଜାମ : ବେଆଇନ ଗଞ୍ଜେଇ କାରବାର କରୁଥିବା ଜଣେ ବ୍ୟକ୍ତିଙ୍କ ଘରେ ଚଢାଛ କରି ବିପୁଳ ପରିମାଣର ଟଙ୍କା ସହ ସୁନା ଜବତ କରିଛି ପୁଲିସ ।

Read more

ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଦାସ ମୃତ୍ୟୁ ମାମଲାରେ କାର୍ଯ୍ୟାନୁଷ୍ଠାନ, ବଦଳିଲେ ତମାଣ୍ଡୋ ଥାନା ଅଧିକାରୀ ପ୍ରମୋଦ ପଟ୍ଟନାୟକ, ନିଲମ୍ବିତ କନେଷ୍ଟବଳ ପ୍ରସନ୍ନ ବେହେରା ଅଟକ, ହୋଟେଲ ସାଉଥ ସିଟିକୁ ଲିଜ୍‌ରେ ନେଇ ଚଲାଉଥିଲେ ପ୍ରସନ୍ନ ବେହେରା, ବିନା ଲାଇସେନ୍ସରେରେ ଚାଲିଥିଲା ବାର୍‌

Read more

ବାରିପଦା: ହେଲିପ୍ୟାଡ୍‌ ନିକଟରେ ମୁଖ୍ୟମନ୍ତ୍ରୀଙ୍କୁ କଳାପତାକା ପ୍ରଦର୍ଶନ ଉଦ୍ୟମ ବେଳେ ଜଣେ ବିଜେପି ଓ ଜଣେ ଜେଏମ୍ଏମ୍ କର୍ମୀଙ୍କୁ ନିସ୍ତୁକ ମାଡ଼, ଦୁଇ ଯୁବକଙ୍କୁ କିଛି ବିଜେଡି ସମର୍ଥକ ନିସ୍ତୁକ ପିଟିଥିବା ସୂଚନା, ମାଡ଼ରେ ଉଭୟଙ୍କ ମୁହଁ ଫାଟିଲା

Read more

ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ହତ୍ୟା ମାମଲା: କମିଶନରେଟ୍ ପୁଲିସ୍‌ର କନଷ୍ଟେବଲ ପ୍ରସନ୍ନ ବେହେରା ନିଲମ୍ବିତ, ଭୁବନେଶ୍ୱର ହାବିଲଦାର ଓ କନଷ୍ଟେବଲ ସଂଘର ସଭାପତି ହେଉଛନ୍ତି ପ୍ରସନ୍ନ ବେହେରା, ଆଡିସନାଲ ଡିସିପିଙ୍କ ତଦନ୍ତ ଆଧାରରେ ନିଲମ୍ବନ କଲେ ଡିସିପି

Read more

ନରସିଂହପୁର ଥାନା ପରିସର ରଣକ୍ଷେତ୍ର, ୩ ଜଣ ପୁଲିସ କର୍ମଚାରୀ ଓ ଜଣେ ସାଧାରଣ ବ୍ୟକ୍ତି ଆହତ, ଧାରଣାକୁ ନେଇ ଉତ୍ତେଜନା ପରେ ପୁଲିସ-ଜନତା ଖଣ୍ଡଯୁଦ୍ଧ, ରତାପାଟର ୩ ଜଣଙ୍କୁ ଅଟକ ପ୍ରତିବାଦରେ ଧାରଣା ଚାଲିଥିଲା

Read more

ମୁଖ୍ୟମନ୍ତ୍ରୀଙ୍କ ଉଦ୍‌ବୋଧନ, ୧୦ ହଜାର ୬୫୭ ହିତାଧିକାରୀ ସ୍ବାସ୍ଥ୍ୟସେବା ସୁବିଧା ପାଇଲେଣି, ‘ପ୍ରତିଟି ଜୀବନ ମୂଲ୍ୟବାନ, ସମସ୍ତେ ସମ୍ମାନର ସହ ବଞ୍ଚନ୍ତୁ’, ‘ଲୋକେ ଚିକିତ୍ସା ପାଇଁ ଜମି ବିକିବା, ଋଣ କରିବାର ଖବର ମୋତେ ଦୁଃଖ ଦିଏ’, ରାଜ୍ୟରେ BSKY ସ୍ମାର୍ଟ କାର୍ଡ ଗରିବ ଲୋକଙ୍କର ଦୁଃଖକୁ କମାଇବ: ନବୀନ

Read more

ଶିଶୁଙ୍କୁ ୨ଟି ଡୋଜ ଟିକା ନେବାକୁ ବିଜୟ ପାଣିଗ୍ରାହୀ ପରାମର୍ଶ

ଆଜି ସଂଧ୍ୟାରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଟ୍ରେନିଂ ଦିଆଯିବ, ୨ ବର୍ଷରୁ ୧୮ ବର୍ଷ ମଧ୍ୟରେ ୧ କୋଟି ୪୦ ଲକ୍ଷ ଶିଶୁ ଅଛନ୍ତି, ଏକା ସଙ୍ଗେ

Read more

ମମିତା ମେହର ହତ୍ୟା ମାମଲା, ଇସ୍ତଫା ଦାବିରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଘର ଆଗରେ ଯୁବ କଂଗ୍ରେସର ବିକ୍ଷୋଭ, ଭବାନୀପାଟଣା ଘର ଆଗରେ ଅଣ୍ଡା ଓ ଟମାଟୋ ମାଡ଼ କଲେ ଯୁବ କଂଗ୍ରେସ କର୍ମୀ, ପୋଲିସ ଏବଂ ଯୁବ କଂଗ୍ରେସ କର୍ମୀ ଧସ୍ତାଧସ୍ତି ଘଟଣାସ୍ଥଳରେ ବ୍ୟାପକ ପୋଲିସ ମୁତୟନ

Read more