ଆସନ୍ତା ୧୦ରୁ ୨୦ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ସବୁ ସ୍କୁଲ ଛୁଟି, ଦଶହରା ଓ କୁମାର ପୂର୍ଣ୍ଣିମା ପାଇଁ ସ୍କୁଲ ଛୁଟି ଘୋଷଣା; ନବମ, ଦଶମ ଓ ଦ୍ୱାଦଶ ଶ୍ରେଣୀ ୨୧ରୁ ପୁନର୍ବାର ଖୋଲିବ, ଏନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରଧାନ ଶିକ୍ଷକମାନଙ୍କୁ ନିର୍ଦ୍ଦେଶ

Read more

ଦୁର୍ଗାପୂଜା ଓ କୁମାର ପୂର୍ଣ୍ଣିମା ପାଇଁ ସ୍କୁଲ ଛୁଟି ଘୋଷଣା କଲା ଗଣଶିକ୍ଷା ବିଭାଗ । ଆସନ୍ତାକାଲି ଶ୍ରେଣୀରେ ପାଠ ପଢା ପରେ ପୂଜା ଛୁଟି ହେବ ସ୍କୁଲ। ଅକ୍ଟୋବର ୧୦ରୁ ଅକ୍ଟୋବର ୨୦ ପର୍ଯ୍ୟନ୍ତ ସ୍କୁଲ ଛୁଟି ।

Read more

୨ ସାମ୍ବାଦିକଙ୍କୁ ମିଳିତ ଭାବେ ମିଳିବ ନୋବେଲ ଶାନ୍ତି ପୁରସ୍କାର ; ମାରିଆ ରେସା ଓ ଦିମିତ୍ରି ମୁରାତୋଭଙ୍କୁ ନୋବେଲ; ବାକ୍ ସ୍ୱାଧିନତା ପାଇଁ ଉଭୟ ସାମ୍ବାଦିକଙ୍କୁ ମିଳିବ ନୋବେଲ ଶାନ୍ତି ପୁରସ୍କାର

ନୂଆଦିଲ୍ଲୀ: ଦୁଇ ସାମ୍ବାଦିକଙ୍କୁ ମିଳିତ ଭାବେ ମିଳିବ ନୋବେଲ ଶାନ୍ତି ପୁରସ୍କାର। ମାରିଆ ରେସା ଓ ଦିମିତ୍ରି ମୁରାତୋଭଙ୍କୁ ନୋବେଲ ଶାନ୍ତି ପୁରସ୍କାର ମିଳିବା ନେଇ ଘୋଷଣା

Read more

ଆଫଗାନିସ୍ତାନର କୁନ୍ଦୁଜ ମସ୍‌ଜିଦରେ ଭୟଙ୍କର ବିସ୍ଫୋରଣରେ ୫୦ ମୃତ

ଆଫଗାନିସ୍ତାନର କୁନ୍ଦୁଜ ମସ୍‌ଜିଦରେ ଭୟଙ୍କର ବିସ୍ଫୋରଣରେ ୫୦ ମୃତ ବିସ୍ଫୋରଣରେ ୫୦ ଜଣଙ୍କ ମୃତ୍ୟୁ ହୋଇଥିବା ହସ୍ପିଟାଲ ପକ୍ଷରୁ ସୂଚନା

Read more

ଖୋର୍ଦ୍ଧା ADJ ପ୍ରଥମ କୋର୍ଟରେ ଜାମିନ ଜାମିନ ଖାରଜ, ଜେଲ ଗଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ଚିଲିକା ବିଜେପିର ମଣ୍ଡଳ ସଭାପତିଙ୍କୁ ମାଡ଼ ମାରିବା ମାମଲାରେ ଜେଲ ଗଲେ । ଖୋର୍ଦ୍ଧା ଉପ-କାରାଗାରକୁ ଗଲେ ଚିଲିକା ବିଧାୟକ ଜଗଦ୍ଦେବ । ମାସେ ଧରି ପୋଲିସ ଆଖିରୁ ଲୁଚି ବୁଲୁଥିଲେ ପ୍ରଶାନ୍ତ ।

ଖୋର୍ଦ୍ଧା ADJ ପ୍ରଥମ କୋର୍ଟରେ ଜାମିନ ଜାମିନ ଖାରଜ, ଜେଲ ଗଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ଚିଲିକା ବିଜେପିର ମଣ୍ଡଳ ସଭାପତିଙ୍କୁ ମାଡ଼ ମାରିବା

Read more

କୋରୋନା ସଂକ୍ରମଣ ନେଇ DMET ସିବିକେ ମହାନ୍ତିଙ୍କ ସୂଚନା, ‘ପାର୍ବଣକୁ ଦେଖି କଠୋର କଟକଣା ଆଗରୁ ଆକଳନ କାରାଯାଇଥିଲା’,‘ସେପ୍ଟେମ୍ବର ଓ ଅକ୍ଟୋବର ପାର୍ବଣ ଋତୁ, ଏହି ସମୟରେ ଭିଡ ଲାଗିରହେ’,‘ସାମାଜିକ ଦୂରତା ରୁହେନି, ମାସ୍କ ବ୍ୟବହାର କମ ଦେଖିବାକୁ ମିଳେ’, ‘ଫଳରେ କେନ୍ଦ୍ର ସରକାର ୩ ମାସ ଅଧିକ ସଚେତନତା ରହିବାକୁ କହିଛନ୍ତି’,‘କଟକଣାକୁ ପାର୍ବଣ ସମୟରେ ମାନିବାର ଆବଶ୍ୟକତା ରହିଛି’,‘ଏହାକୁ ଲୋକମାନେ ଢିଲା ଦେଲେ ବିପଦକୁ ବରଣ କରିବେ’,‘ସହଯୋଗ ନ କଲେ ସଂକ୍ରମଣ ବଢ଼ିବାର କାରଣ ଆମେ ନିଜେ ସାଜିବା’,ଲୋକ ସଚେତନ ହେଲେ ସଂକ୍ରମଣ ନିୟନ୍ତ୍ରଣରେ ରହିବ: DMET

Read more

ଓଡିଶା ହାଇକୋର୍ଟର ଦୁର୍ଗାପୂଜା ଅବକାଶ ଆସନ୍ତାକାଲିଠାରୁ ଆରମ୍ଭ ହେଉଛି। ଆସନ୍ତା ୨୫ରେ ହାଇକୋର୍ଟ ଖୋଲିବ। ଏହି ଅବକାଶ ସମୟରେ ଅକ୍ଟୋବର ୧୧, ୧୮ ଓ ୨୧ ତାରିଖରେ ଅବକାଶକାଳୀନ ଖଣ୍ଡପୀଠ ବସି ଜରୁରୀ ମାମଲା ଗୁଡିକର ଶୁଣାଣି କରିବେ ।

Read more