ଉତ୍ତର ପ୍ରଦେଶର ଲଖିମପୁର ହିଂସା ଘଟଣାରେ ମନ୍ତ୍ରୀଙ୍କ ପୁଅଙ୍କୁ ସମନ । କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷଙ୍କୁ ୟୁପି ପୋଲିସର ନୋଟିସ୍‌ । କାଲି ପଚରାଉଚରା ପାଇଁ ହାଜର ହେବାକୁ ନୋଟିସ୍‌ ଜାରି । ମାମଲାରେ ଅନ୍ୟ ୨ ଜଣଙ୍କୁ ଗିରଫ କରାଯାଇଥିବା ସୂଚନା

Read more

ନୟାଗଡ଼ କୋର୍ଟରେ ୨୦୦୮ ମାଓବାଦୀ ଆକ୍ରମଣର ୨ଟି ମାମଲାରେ ମାଓ ନେତା ସବ୍ୟସାଚୀ ପଣ୍ଡା ନିର୍ଦୋଷରେ ଖଲାସ । ପ୍ରମାଣ ଅଭାବରୁ ନିର୍ଦୋଷରେ ଖଲାସ କଲେ ନୟାଗଡ଼ କୋର୍ଟ । ଦଶପଲ୍ଲା ଥାନା ଆକ୍ରମଣ ଓ ଥାନା କ୍ବାର୍ଟର ପୋଡ଼ି ମାମଲାରେ ନିର୍ଦୋଷ | ନୟାଗଡ଼ କୋର୍ଟରେ ବିଚାରାଧୀନ ୯ଟି ମାମଲାରୁ ୨ଟିରେ ସବ୍ୟସାଚୀ ଖଲାସ । ଆସନ୍ତାକାଲି ହେବ ସବ୍ୟସାଚୀଙ୍କ ଆଉ ଏକ ମାମଲାର ବିଚାର

ନୟାଗଡ଼ କୋର୍ଟରେ ୨୦୦୮ ମାଓବାଦୀ ଆକ୍ରମଣର ୨ଟି ମାମଲାରେ ମାଓ ନେତା ସବ୍ୟସାଚୀ ପଣ୍ଡା ନିର୍ଦୋଷରେ ଖଲାସ । ପ୍ରମାଣ ଅଭାବରୁ ନିର୍ଦୋଷରେ ଖଲାସ କଲେ ନୟାଗଡ଼

Read more

ପୁରୀ ଜିଲ୍ଲାର ବ୍ରହ୍ମଗିରିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେରାଣ୍ଡିଆରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ସ୍ମାର୍ଟ କାର୍ଡ ବାଣ୍ଟିବେ ନବୀନ, ମୋଟ ୧୧ଟି ବ୍ଲକ୍‌ର ୩.୭୬ ଲକ୍ଷ ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କରିବେ, ହଜାରେ କୋଟି ଟଙ୍କାର ଶତାଧିକ ପ୍ରକଳ୍ପର ଶିଳାନ୍ୟାସ କରିବା କାର୍ଯ୍ୟକ୍ରମ, କେରାଣ୍ଡିଆରେ ଜନସଭାକୁ ସମ୍ବୋଧନ କରିବେ ମୁଖ୍ୟମନ୍ତ୍ରୀ

Read more

ବ୍ରହ୍ମୋସ କ୍ରୁଜ୍ ମିସାଇଲ୍‌ର ଅତ୍ୟାଧୁନିକ ଭର୍ସନ SLCMର ପରୀକ୍ଷଣ; ଚାନ୍ଦିପୁର ୩ ନମ୍ବର ଲଞ୍ଚପ୍ୟାଡ୍‌ରୁ ମଧ୍ୟାହ୍ନ ୨ଟା ୪୦ରେ ପରୀକ୍ଷଣ, ଏହାର ଲକ୍ଷ୍ୟଭେଦ କ୍ଷମତା ୨୯୦ କିମି; ଯୁଦ୍ଧାସ୍ତ୍ର ବହନ କ୍ଷମତା ୩୦୦ କିଗ୍ରା

Read more

ଜାତୀୟ କାର୍ଯ୍ୟକାରିଣୀ କମିଟି ସଦସ୍ୟଙ୍କ ନାଁ ଘୋଷଣା କଲା ବିଜେପି; କମିଟିରେ ପ୍ରଧାନମନ୍ତ୍ରୀଙ୍କ ସମେତ ୮୦ ଜଣଙ୍କ ନାଁ, ଓଡ଼ିଶାରୁ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ ଓ ଜୁଏଲ ଓରାମ ଅଛନ୍ତି,ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଭାବେ ବୈଜୟନ୍ତ ପଣ୍ଡାଙ୍କୁ ପୁନର୍ବାର ନିଯୁକ୍ତି

Read more

ବ୍ରହ୍ମପୁର ଦିଗପହଣ୍ଡି ଚଢ଼େୟାଗଡ଼ ପାହାଡ଼ରେ ଅପରାଧୀ ପୁଲିସ ମୁହାଁମୁହିଁ, ପୁଲିସ ଉପରକୁ ଗୁଳି ଓ ବୋମାମାଡ଼ ହୋଇଥିବା ସୂଚନା, ଦୁର୍ଦ୍ଦାନ୍ତ ଅପରାଧୀ କୁନା ବେହେରା ଓ ସହଯୋଗୀଙ୍କ ଆକ୍ରମଣ, କୌଣସି ପୁଲିସ କର୍ମଚାରୀ ଆହତ ହୋଇ ନଥିବା ସୂଚନା, ଘଟଣାସ୍ଥଳରୁ କୁନା ବେହେରା ଓ ସହଯୋଗୀମାନେ ଖସି ପଳାଇଥିବା ସୂଚନା

Read more

ଇସ୍ତଫା ପ୍ରସଙ୍ଗରେ ମୁହଁ ଖୋଲିଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ; କହିଲେ- ପିସିସି ସଭାପତି ପଦ ବିଜେଡି ଭଳି ଚିରସ୍ଥାୟୀ ନୁହେଁ, ବହୁ ଦିନ ହେବ ସଭାପତି ରହିଲିଣି, ପରିବର୍ତ୍ତନ ହୋଇପାରେ, AICC ନିଷ୍ପତ୍ତି ନନେଲା ଯାଏଁ ମୁଁ ସଭାପତି ପଦରେ ରହି କାମ କରିବି

Read more