ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା କନ୍ଧମାଳରୁ ଭୁବନେଶ୍ବରକୁ ସ୍ଥାନାନ୍ତରିତ ହୋଇ ଘରୋଇ ହସ୍ପିଟାଲରେ ଭର୍ତ୍ତି, ଜ୍ବର ଓ ରକ୍ତଚାପରେ ପୀଡ଼ିତ ହୋଇ କନ୍ଧମାଳରେ ଅସୁସ୍ଥ ହୋଇପଡ଼ିଥିଲେ ମନ୍ତ୍ରୀ

Read more

ମମିତାଙ୍କୁ ନ୍ୟାୟ ପାଇଁ ଦିଲ୍ଲୀରେ ସ୍ୱର ଉଠାଇବ ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ; ୯ ଓ ୧୦ରେ ଦିଲ୍ଲୀ ଆବାସିକ କମିଶନଙ୍କ ଅଫିସ୍ ଆଗରେ କରିବ ବିକ୍ଷୋଭ, ୧୧ରେ ଜନ୍ତରମନ୍ତରରେ ବିକ୍ଷୋଭ, ବହୁ ବରିଷ୍ଠ ନେତା ଯୋଗଦେବେ, ୧୧ କମ୍ବା ୧୨ ତାରିଖରେ ରାଷ୍ଟ୍ରପତିଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିବ

Read more

ମହାଲିଙ୍ଗ ସନ୍‌ସାଇନ୍ କଲେଜ ଅଧ୍ୟାପିକା ମମିତା ମେହେର ହତ୍ୟା ମାମଲା; ମମିତାଙ୍କ ଭାଇକୁ ଭେଟିଲେ ବିଜେଡି ନେତା ଅଜୟ ଦାସ, ଦୋଷୀ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଦେଲେ ପ୍ରତିଶ୍ରୁତି

Read more

ଶ୍ରୀଗୁଣ୍ଡିଚା ମନ୍ଦିର ଭିତରକୁ ଜେଟିପି ବାଇକ୍‌ ଚଳାଇ ଯାଉଥିବା ପ୍ରସଙ୍ଗରେ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ ଜେନାଙ୍କ ପ୍ରତିକ୍ରିୟା, ଜେଟିପି ବିଜୟ ସେଠୀଙ୍କୁ କାରଣ ଦର୍ଶାଅ ନୋଟିସ୍‌ ପଠାଯାଇଛି, ଉତ୍ତର ମିଳିବା ପରେ ନିଆଯିବ କାର୍ଯ୍ୟାନୁଷ୍ଠାନ, ବାରିକେଡ୍‌ ଦେଇ ସିଲ୍‌ ହେଲା ଶ୍ରୀଗୁଣ୍ଡିଚା ମନ୍ଦିରର ସିଂହଦ୍ବାର ଗେଟ୍‌

Read more

ଖୋର୍ଦ୍ଧାରେ ଏକ ଘରୋଇ ବିଶ୍ବବିଦ୍ୟାଳୟରେ ଅର୍ଥ ହେରଫେର ମାମଲା; ବିଶ୍ବବିଦ୍ୟାଳୟର ପୂର୍ବତନ ଚିଫ ଫାଇନାନ୍ସ ଅଫିସର ହିମାଂଶୁ କବି ଗିରଫ, ଗତ ମାସ ୧.୨୦ କୋଟି ଟଙ୍କାର ଅର୍ଥ ହେରଫେର ଅଭିଯୋଗ ହୋଇଥିଲା

Read more

ଫୁଲବାଣୀ ଗସ୍ତରେ ଯାଇଥିବା ମନ୍ତ୍ରୀ ପ୍ରତାପ ଜେନା ଅସୁସ୍ଥ; ନିମ୍ନ ରକ୍ତଚାପ ଓ ନିଶ୍ୱାସ ନେବାରେ କଷ୍ଟ ହେଉଥିବା ସୂଚନା, ଫୁଲବାଣୀ ସର୍କିଟ ହାଉସରେ ସ୍ୱତନ୍ତ୍ର ଡାକ୍ତରୀ ଦଳ କରୁଛନ୍ତି ଚିକିତ୍ସା, ଭୁବନେଶ୍ୱରରୁ ଏକ ଏୟାର ଆମ୍ବୁଲାନ୍ସ ଫୁଲବାଣୀ ଯାଉଛି, ମନ୍ତ୍ରୀଙ୍କୁ ଭୁବନେଶ୍ୱର ଏୟାର ଲିଫ୍ଟିଂ କରାଯିବ

Read more

ଦୀପାବଳି ପରେ ଆରମ୍ଭ ହୋଇପାରେ ପ୍ରଥମରୁ ସପ୍ତମ ଶ୍ରେଣୀ କ୍ଲାସ; ସ୍କୁଲ ଖୋଲିବା ନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ସୂଚନା, କହିଲେ- ଦୀପାବଳି ପରେ ସରକାର ଏ ସମ୍ପର୍କରେ ନିଷ୍ପତ୍ତି ନେବେ, ଏକକାଳୀନ ପ୍ରଥମରୁ ସପ୍ତମ ଶ୍ରେଣୀ ଖୋଲିବା ଠିକ୍ ହେବନି,ପର୍ଯ୍ୟାୟକ୍ରମେ ସ୍କୁଲ ଖୋଲିବା ନେଇ ବିଚାର ଚାଲିଛି

Read more