‘ଦୈନିକ ସଂକ୍ରମଣର ୪୦% କେବଳ ଭୁବନେଶ୍ବରରୁ ଆସୁଛି’, ‘ସଚେତନ କରାଇବା ସତ୍ତ୍ବେ ହାଟ, ବଜାରରେ ଭିଡ଼ ହେଉଛି’, ‘ଭୁବନେଶ୍ବରରେ ସଂକ୍ରମଣ ଉପର ମୁହାଁ ହୋଇଥିବା ସାମ୍ନାକୁ ଆସିଛି’, ‘ଲୋକ ସଚେତନ ହେଉ ନ ଥିବାରୁ କଟକଣା ବଢ଼ାଇବାକୁ କୁହାଯାଇଛି’, ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ରଙ୍କ ସୂଚନା

Read more

ବାଲୁଗାଁ ଗାଡ଼ି ସହ ୫୦ କ୍ୱିଣ୍ଟାଲ ମହୁଲ ଜବତ କଲା ପୁଲିସ, ଢେଙ୍କାନାଳରୁ ବାଣପୁର ଚାଲାଣ ବେଳେ ପ୍ରତାପ ଗାଁରୁ ଜବତ, ୩ ଅଟକ, ଜବତ ମହୁଲର ଆନୁମାନିକ ମୂଲ୍ୟ ପ୍ରାୟ ୨ ଲକ୍ଷ ଟଙ୍କା ହୋଇଥିବା ସୂଚନା

Read more

ବାଲିଗୁଡ଼ା ବ୍ଲକ କଂଗ୍ରେସ ପକ୍ଷରୁ ୧୧ ଘଣ୍ଟିଆ ଦାରିଙ୍ଗବାଡ଼ି ବନ୍ଦ ଡାକରା: ଜି. ଉଦୟଗିରି ବିଧାୟକଙ୍କ ବେଆଇନ୍ କୋଠା ନିର୍ମାଣକୁ ଅଭିଯୋଗ କରି ବନ୍ଦ ଡାକରା ଦିଆଯାଇଛି, ଗାଡ଼ି ଚଳାଚଳ ପ୍ରଭାବିତ ସହ ବନ୍ଦ ରହିଛି ଦୋକାନ ବଜାର

Read more

ଢେଙ୍କାନାଳ ଗଁଦିଆ ଥାନାର ୫ ପୁଲିସ କର୍ମଚାରୀ ଗାଁ ଭିତରେ ଅଟକ: କାଲି ରାତିରେ ପାଟ୍ରୋଲିଂ କରିବାକୁ ଯାଇ କୋକେଇଦା ଗାଁରେ ଅଟକ, ଗାଁ ଭିତରେ ଏକ କୁକୁଡ଼ା ଫାର୍ମ ତିଆରିକୁ ନେଇ ବିବାଦ ଲାଗି ରହିଥିଲା, ପ୍ରଶାସନ ଗାଁ ଲୋକଙ୍କ କଥା ଶୁଣୁ ନ ଥିବାରୁ ୫ ପୁଲିସଙ୍କୁ ଅଟକ ରଖିଛନ୍ତି ଗାଁ ଲୋକେ

Read more

ରିଲାଏନ୍ସ ନିଉ ଏନର୍ଜି ସୋଲାର ଲିମିଟେଡ୍ ପକ୍ଷରୁ ବିଶ୍ୱର ଅଗ୍ରଣୀ ସୋଲାର ସେଲ୍ /ପ୍ୟାନେଲ୍ ଓ ପଲିସିଲିକନ ନିର୍ମାଣକାରୀ କଂପାନି ଆର୍‌ଇସି ସୋଲାର ହୋଲ୍‌ଡିଂସ୍‌କୁ ଅଧିଗ୍ରହଣ

– ରିଲାଏନ୍ସର ନୂଆ ଶକ୍ତି ଅଭିଯାନକୁ ପ୍ରଦାନ କରିଛି ଏକ ବିଣ୍ୱସ୍ତରୀୟ ଓ ଉଲ୍ଲେଖନୀୟ ପରିଚାଳନା ଓ ପ୍ରଯୁକ୍ତି ପ୍ଲାଟଫର୍ମ– ଶିଳ୍ପର ଅଗ୍ରଣୀ “ଏଚ୍‌ଜେଟି’ ପ୍ରଯୁକ୍ତି ସହିତ ବିଶ୍ୱର ବ୍ୟାପକ

Read more

ମହୁମାଛି ଆକ୍ରମଣରେ ବାପ, ଝିଅ ମୃତ: ରାଉରକେଲା ସରକାରୀ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେମାନଙ୍କ ମୃତ୍ୟୁ ଘଟିଛି, ମୃତ ବାପ, ଝିଅ କାଂଶବାହାଲ ନିକଟ ପାନପୋଷ ଗଉତିଆପଡ଼ାର, କାଲି ମହୁମାଛି ଆକ୍ରମଣ ଯୋଗୁ RGHରେ ଭର୍ତ୍ତି ହୋଇଥିଲେ

Read more

ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନିସ ଅନୁରାଗ ମୃତ୍ୟୁ ଘଟଣା, ଡାଏଟମ ଟେଷ୍ଟ ପାଇଁ ପ୍ରକ୍ରିୟା ଆରମ୍ଭ କଲା କମିସନରେଟ ପୋଲିସ, ପୋଖରୀ ପାଣି ଓ ମୃତଦେହରୁ ପାଣିକୁ ଫରେନସିକ ଲାବ୍‌କୁ ପଠାଇଲା ପୋଲିସ, ପାଣିରେ ବୁଡ଼ି ମୃତ୍ୟୁ ନା ହତ୍ୟା କରି ଫିଙ୍ଗାଯାଇଛି ସ୍ପଷ୍ଟ ପାଇଁ ହେବ ଡାଏଟମ ଟେଷ୍ଟ

Read more

ଜୀବନର ପ୍ରତ୍ୟେକ ମୁହୂର୍ତ୍ତ ମୋ ପାଇଁ ସାହିତ୍ୟର ଉପାଦାନ : ଜ୍ଞାନରଂଜନ ନାୟକ

ତାଙ୍କ ମତରେ ସାହିତ୍ୟ ଏକ ନଦୀର ଧାରା | ଜୀବନ ଜିଇବାର ଏକ ଧାରଣା | ସେଥିପାଇଁ ତ ପିଲାଟିବେଳୁ ତାଙ୍କ ଭିତରେ ସାହିତ୍ୟ ପ୍ରତି ଥିଲା

Read more

ଶ୍ରୀମନ୍ଦିରରେ କାର୍ତ୍ତିକ ନୀତି ଓ ଦର୍ଶନ ବ୍ୟବସ୍ଥା ନେଇ ଆସିବ ମାର୍ଗଦର୍ଶିକା; ଏନେଇ ଆଜି ପୂର୍ବାହ୍ନ ୧୧ଟାରେ ମୁଖ୍ୟ ପ୍ରଶାସକ କ୍ରୀଶନ କୁମାରଙ୍କ ଅଧ୍ଯକ୍ଷତାରେ ବସିବ ଛତିଶା ନିଯୋଗ ବୈଠକ

Read more