ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି ନେଇ ରାଜ୍ୟ ନିର୍ବାଚନ କମିସନରଙ୍କ ସୂଚନା ଆଦିତ୍ୟ ପାଢ଼ୀଙ୍କ ପତିକ୍ରିୟା; ଗତକାଲି ଜିଲ୍ଲାପାଳମାନଙ୍କ ସହ VCରେ ଆଲୋଚନା ହୋଇଥିଲା, ଏଥର ସେଣ୍ଟ୍ରାଲ କାଉଣ୍ଟିଂ ହେବ, ବ୍ଲକସ୍ତରରେ ଗଣତି ହେବ, ବ୍ଲକରେ ଷ୍ଟ୍ରଙ୍ଗ ରୁମ କରାଯିବ, ତେଣୁ ଅଧିକ ବାଲାଟ ବକ୍ସର ଆବଶ୍ୟକ ପଡିବ

Read more

ମହାଲିଙ୍ଗ ସନ୍‌ସାଇନ କଲେଜ ଶିକ୍ଷୟିତୀ ମମିତା ମେହର ହତ୍ୟା ମାମଲା, ଭୁବନେଶ୍ବର କ୍ୟାପିଟାଲ ଥାନାରେ ଧସେଇ ପଶିଲେ ବିଜେପି ମହିଳା ମୋର୍ଚ୍ଚାର ଶତାଧିକ କର୍ମୀ, ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ସହ ଗିରଫ ଦାବିରେ ମହିଳା ମୋର୍ଚ୍ଚାର ବିକ୍ଷୋଭ

Read more

ରାଜ୍ୟରେ ଦିନକରେ ଆଉ ୪୬୭ କୋରୋନା ଆକ୍ରାନ୍ତ ଚିହ୍ନଟ, ସଂଗରୋଧରୁ ୨୭୨ ଓ ସ୍ଥାନୀୟ ଅଞ୍ଚଳରୁ ୧୯୫ ରୋଗୀ ଚିହ୍ନଟ, ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ବୟସର ୮୬ ଜଣ, ୪ ହଜାର ୭୪୭ ଜଣ କୋଭିଡ ରୋଗୀ ଏବେ ବି ଚିକିତ୍ସାଧୀନ

Read more

ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦ୍‌ବୋଧନ

ଦେଶରେ ଷ୍ଟାଟ୍ ଅପ୍‌ରେ ରେକର୍ଡ ସଂଖ୍ୟକ ନିବେଶ ହୋଇଛି, ମେଡ୍‌ ଇନ୍‌ ଇଣ୍ଡିଆର ଶକ୍ତି ବୃଦ୍ଧି ପାଇଛି, ଦେଶ ପ୍ରଗତି କରୁଛି, ଭାରତରେ ବିଦେଶୀ ପୁଞ୍ଜି ନିବେଶ

Read more

ମୟୂରଭଞ୍ଜ ଜିଲ୍ଲା ବାରିପଦାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମୟୂରଭଞ୍ଜବାସୀଙ୍କୁ BSKY ସ୍ମାର୍ଟ କାର୍ଡ ବାଣ୍ଟିବେ ନବୀନ, ସ୍ମାର୍ଟ ହେଲ୍‌ଥ କାର୍ଡ ଦ୍ବାରା ଜିଲ୍ଲାର ୬ ଲକ୍ଷ ପରିବାର ଉପକୃତ ହେବେ, ଜିଲ୍ଲାରେ ୨,୪୮୪ କୋଟି ୨୪ଲକ୍ଷ ୪୦ ହଜାର ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିବେ

Read more

ମମିତା ମେହେର ହତ୍ୟା ମାମଲା: ଡେମୋ ଦେଖାଇଲା ଗୋବିନ୍ଦ, ରାତି ଅଧିଆ ହେଲା କ୍ରାଇମ୍‌ ସିନ୍‌ ରିକ୍ରିଏଟ କରାଇଲା ପୋଲିସ, ମହାଲିଙ୍ଗ ମିନି ଷ୍ଟାଡିଅମ ମୃତଦେହ ମିଳିଥିବା ସ୍ଥାନରେ ଡେମୋ କରାଇଲା, ଗୋବିନ୍ଦ ପ୍ରାୟ ୧୫ ମିନିଟ ଡେମୋ ଦେଖାଇଥିବା ସୂଚନା

Read more