ଜଗତସିଂହପୁରର ପାରାଦୀପ ଉପକୂଳରେ ୨ ଦିନ ଧରି ଚାଲିବ ମିଳିତ ସମରାଭ୍ୟାସ ‘ସାଗର କବଚ’ । କେନ୍ଦ୍ର ଓ ରାଜ୍ୟର ୧୮ଟି ବିଭାଗ ମିଳିତ ସମରାଭ୍ୟାସରେ ସାମିଲ । ଅନୁପ୍ରବେଶ ଓ ଆତଙ୍କବାଦୀ କାର୍ଯ୍ୟକଳାପ ରୋକିବା ଲାଗି ଗୋପାଳପୁରରୁ ଚାନ୍ଦିପୁର ଯାଏ ସମୁଦ୍ରରେ ଚାଲିବ ସମରାଭ୍ୟାସ ।

ଜଗତସିଂହପୁରର ପାରାଦୀପ ଉପକୂଳରେ ସାଗର କବଚ ଆରମ୍ଭ । ୨ ଦିନ ଧରି ଚାଲିବ ମିଳିତ ସମରାଭ୍ୟାସ ‘ସାଗର କବଚ’ । କେନ୍ଦ୍ର ଓ ରାଜ୍ୟର ୧୮ଟି

Read more

ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ଶିକ୍ଷକ ନନ୍ଦକିଶୋର ପୃଷ୍ଟିଙ୍କୁ କୋରୋନା । ପଜିଟିଭ୍‌ ଚିହ୍ନଟ ପରେ କଳିଙ୍ଗନଗର ଟାଟା କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତରିତ । ନନ୍ଦକିଶୋରଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା ଡାକ୍ତରଙ୍କ ସୂଚନା ।

ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ଶିକ୍ଷକ ନନ୍ଦକିଶୋର ପୃଷ୍ଟିଙ୍କୁ କୋରୋନା । ପଜିଟିଭ୍‌ ଚିହ୍ନଟ ପରେ କଳିଙ୍ଗନଗର ଟାଟା କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତରିତ । ନନ୍ଦକିଶୋରଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା

Read more

କଂଗ୍ରେସ ନେତା ଶଶି ଥରୁର ଛଅ ମହିଳା ସାଂସଦଙ୍କ ସହ ଏକ ଫଟୋ ଟ୍ୱିଟ କରି କହିଛନ୍ତି,”ଲୋକସଭା କାମ କରିବା ପାଇଁ ଆକର୍ଷଣୀୟ ସ୍ଥାନ ନୁହେଁ ବୋଲି କିଏ କହୁଛି? ଲୋକମାନେ ଏହାକୁ ନେଇ ସୋସିଆଲ ମିଡିଆରେ ଜବାବ ଦେବା ଆରମ୍ଭ କଲେଣି ।

କଂଗ୍ରେସ ନେତା ଶଶି ଥରୁର ଛଅ ମହିଳା ସାଂସଦଙ୍କ ସହ ଏକ ଫଟୋ ଟ୍ୱିଟ କରି କହିଛନ୍ତି,”ଲୋକସଭା କାମ କରିବା ପାଇଁ ଆକର୍ଷଣୀୟ ସ୍ଥାନ ନୁହେଁ ବୋଲି

Read more

5T ଅଧିନରେ ରାଜ୍ୟର ୬ଟି ଜିଲ୍ଲାର ୨୩୯ଟି ସ୍ମାର୍ଟ ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ । VC ଯୋଗେ ଲୋକାର୍ପଣ କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଅନୁଗୁଳରେ ୯୦, ଯାଜପୁରରେ ୬୪, ଢେଙ୍କାନାଳରେ ୪୧, ବରଗଡ଼ରେ ୨୨, କୋରାପୁଟରେ ୧୭, ଗଜପତି ଜିଲ୍ଲାର ୫ ହାଇସ୍କୁଲ ରୂପାନ୍ତରଣ ହୋଇଛି ।

5T ଅଧିନରେ ରାଜ୍ୟର ୬ଟି ଜିଲ୍ଲାର ୨୩୯ଟି ସ୍ମାର୍ଟ ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ । VC ଯୋଗେ ଲୋକାର୍ପଣ କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।ଅନୁଗୁଳରେ ୯୦, ଯାଜପୁରରେ

Read more

କଳାହାଣ୍ଡି ଭବାନୀପାଟଣା ଟ୍ରାକ୍ଟରକୁ ପଛପଟୁ ଧକ୍କା ଦେଲା ବାଇକ୍‌ । ଘଟଣାସ୍ଥଳରେ ଦୁଇ ବାଇକ୍ ଆରୋହୀ ମୃତ, ଜଣେ ଗୁରୁତର

କଳାହାଣ୍ଡି ଭବାନୀପାଟଣା ଟ୍ରାକ୍ଟରକୁ ପଛପଟୁ ଧକ୍କା ଦେଲା ବାଇକ୍‌ । ଘଟଣାସ୍ଥଳରେ ଦୁଇ ବାଇକ୍ ଆରୋହୀ ମୃତ, ଜଣେ ଗୁରୁତର

Read more

ଓଡ଼ିଶା ସହରାଞ୍ଚଳ ଆଇନ ୨୦୦୩ର ଧାରା ୨୮ ଅନୁସାରେ ବିଧାନସଭା ଅଧିବେଶନ ସମୟରେ ମୋଟରଯାନ ଚଳାଚଳ ନିମନ୍ତେ କଟକଣା । ନିରାପତ୍ତାକୁ ଦୃଷ୍ଟିରେ ରଖି ଏହି କଟକଣା ବିଧାନସଭା ସଲଗ୍ନ ରାସ୍ତା ପାଇଁ କାର୍ଯ୍ୟକାରୀ କରାଯିବ । ସୂଚନା ଜାରି କଲା ପୋଲିସ

ଓଡ଼ିଶା ସହରାଞ୍ଚଳ ଆଇନ ୨୦୦୩ର ଧାରା ୨୮ ଅନୁସାରେ ବିଧାନସଭା ଅଧିବେଶନ ସମୟରେ ମୋଟରଯାନ ଚଳାଚଳ ନିମନ୍ତେ କଟକଣା । ନିରାପତ୍ତାକୁ ଦୃଷ୍ଟିରେ ରଖି ଏହି କଟକଣା

Read more

୨ ସେୟାର-ବଜାର ଠକଙ୍କୁ ଭୁବନେଶ୍ବର ବାହାରୁ ଗିରଫ କଲା ଲକ୍ଷ୍ମୀସାଗର ଥାନା ପୋଲିସ । ସେୟାର ବଜାରରେ ଟଙ୍କା ଡବଲ କରେଇଦେବାକୁ କହି ୧୨ ଲକ୍ଷ ଟଙ୍କା ଠକି ନେଇଥିଲେ ଅଭିଯୁକ୍ତ ସୁଶାନ୍ତ ଗୌଡ଼ ଓ ଶୁଭ୍ରାଂଶୁ ଶେଖର ପରିଡ଼ା । ଲକ୍ଷ୍ମୀସାଗର ଥାନାରେ ହୋଇଥିଲା ଅଭିଯୋଗ

୨ ସେୟାର-ବଜାର ଠକଙ୍କୁ ଭୁବନେଶ୍ବର ବାହାରୁ ଗିରଫ କଲା ଲକ୍ଷ୍ମୀସାଗର ଥାନା ପୋଲିସ । ସେୟାର ବଜାରରେ ଟଙ୍କା ଡବଲ କରେଇଦେବାକୁ କହି ୧୨ ଲକ୍ଷ ଟଙ୍କା

Read more

ସମ୍ଭାବ୍ୟ ଲଘୁଚାପ ବର୍ଷା ପାଇଁ ଚାଷୀଙ୍କୁ ସତର୍କ କଲା OUAT: ବର୍ଷା ପୂର୍ବରୁ ୮୫% ପାଚି ଯାଇଥିବା ଧାନ କାଟି ଆଣିବାକୁ ପରାମର୍ଶ, କାଟି ଅମଳ ହେବା ପୂର୍ବରୁ ଓ ପରେ ସୁରକ୍ଷିତ ସ୍ଥାନରେ ରଖନ୍ତୁ, କଟା ଧାନକୁ ବେଙ୍ଗଳା କିମ୍ବା ସମ୍ଭବ ନହେଲେ ପଲିଥିନ ଘୋଡ଼ାଇ ରଖନ୍ତୁ

ସମ୍ଭାବ୍ୟ ଲଘୁଚାପ ବର୍ଷା ପାଇଁ ଚାଷୀଙ୍କୁ ସତର୍କ କଲା #OUAT: ବର୍ଷା ପୂର୍ବରୁ ୮୫% ପାଚି ଯାଇଥିବା ଧାନ କାଟି ଆଣିବାକୁ ପରାମର୍ଶ, କାଟି ଅମଳ ହେବା

Read more

ଲୋକସଭାରେ ପାରିତ ହେଲା କୃଷି ଆଇନ ଉଚ୍ଛେଦ ବିଲ୍‌ | ଗୃହରେ ବିଲ୍‌ ଆଗତ କରିଥିଲେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର । ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ୩ କୃଷି ଆଇନ ଉଚ୍ଛେଦ ବିଲ୍‌ ପାରିତ । ଅଧିବେଶନର ପ୍ରଥମ ଦିନରେ ବିଲ୍‌ ଆଣିବାକୁ କଥା ଦେଇଥିଲେ ସରକାର ।

ଲୋକସଭାରେ ପାରିତ ହେଲା କୃଷି ଆଇନ ଉଚ୍ଛେଦ ବିଲ୍‌ ଗୃହରେ ବିଲ୍‌ ଆଗତ କରିଥିଲେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର । ବିରୋଧୀଙ୍କ ହଟ୍ଟଗୋଳ

Read more

ତ୍ରିବେଣୀ ଚିଟ୍‌ଫଣ୍ଡ ସଂସ୍ଥାର ଅଭିଯୁକ୍ତ ଠକ ତ୍ରିବେଣୀ ମହାନ୍ତି ଫେରାର, ତ୍ରିବେଣୀର ସୂଚନା 7008260114 ନମ୍ବରରେ ଦେବାକୁ କହିଲା EOW | ୱାଣ୍ଟେଡ ତାଲିକାରେ ଜ୍ୟୋତିରଞ୍ଜନ ବେଉରା ଓରଫ ଗୋଲଡେନ ବାବା | ଗୋଲଡେନ ବାବାର ସୂଚନା 9438129612 ନମ୍ବରରେ ଦେଇପାରିବେ ଲୋକେ

ତ୍ରିବେଣୀ ଚିଟ୍‌ଫଣ୍ଡ ସଂସ୍ଥାର ଅଭିଯୁକ୍ତ ଠକ ତ୍ରିବେଣୀ ମହାନ୍ତି ଫେରାର, ତ୍ରିବେଣୀର ସୂଚନା 7008260114 ନମ୍ବରରେ ଦେବାକୁ କହିଲା EOW | ୱାଣ୍ଟେଡ ତାଲିକାରେ ଜ୍ୟୋତିରଞ୍ଜନ ବେଉରା

Read more