ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ରାଜ୍ୟ ଜେଲ୍ ବିକାଶ ବୋର୍ଡ ଗଠିତ | ୯ଟି ବିଭାଗର ସଚିବ ଓ ଜେଲ୍ ମହାନିର୍ଦେଶକ ବୋର୍ଡର ସଦସ୍ୟ ମନୋନୀତ | ଜେଲ୍ର ବିକାଶ ଓ ଆଧୁନିକୀକରଣ ପାଇଁ ଯୋଜନା ପ୍ରସ୍ତୁତ କରିବ ବୋର୍ଡ | କଏଦୀଙ୍କ ବାସସ୍ଥାନର ଅବସ୍ଥା ସମୀକ୍ଷା କରି ବିକାଶର ପ୍ରସ୍ତାବ ଦେବ ବୋର୍ଡ |
ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ରାଜ୍ୟ ଜେଲ୍ ବିକାଶ ବୋର୍ଡ ଗଠିତ | ୯ଟି ବିଭାଗର ସଚିବ ଓ ଜେଲ୍ ମହାନିର୍ଦେଶକ ବୋର୍ଡର ସଦସ୍ୟ ମନୋନୀତ |
Read more