ଲୋକଙ୍କ ଦ୍ୱାରା ଅଟକ ଗଞ୍ଜାମ ପାତ୍ରପୁର ବିଡିଓ ପ୍ରକାଶ ଦାଶ ମୁକୁଳିଲେ, ପ୍ରଶାସନ ସହ ଆଲୋଚନା ପରେ ବିଡିଓଙ୍କୁ ଛାଡ଼ିଲେ ଅଟକ ରଖିଥିବା ଲୋକେ, ବ୍ରହ୍ମପୁର ଉପଜିଲ୍ଲାପାଳ ଭି. କୀର୍ତ୍ତିଭାସନ ଦେଇଛନ୍ତି ସୂଚନା, ଭୋଟର ଲିଷ୍ଟରେ ନାଁ ନଥିବାରୁ ବିଡିଓଙ୍କୁ ଦାୟୀ କରି ଅଟକ ରଖିଥିଲେ
ଲୋକଙ୍କ ଦ୍ୱାରା ଅଟକ ଗଞ୍ଜାମ ପାତ୍ରପୁର ବିଡିଓ ପ୍ରକାଶ ଦାଶ ମୁକୁଳିଲେ, ପ୍ରଶାସନ ସହ ଆଲୋଚନା ପରେ ବିଡିଓଙ୍କୁ ଛାଡ଼ିଲେ ଅଟକ ରଖିଥିବା ଲୋକେ, ବ୍ରହ୍ମପୁର ଉପଜିଲ୍ଲାପାଳ
Read more