Month: March 2022
ପୌର ନିର୍ବାଚନ ପାଇଁ ଜଟଣୀ, ଭୁବନେଶ୍ବରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି | ୧୫୦ଜଣ ବରିଷ୍ଠ ଅଧିକାରୀ ରଖିବେ କଡ଼ା ନଜର। ରାସ୍ତାରେ ବୁଲିବ ୫୫ଟି ମୋବାଇଲ ପାଟ୍ରୋଲିଂ ଭ୍ୟାନ | ପିସିଆର ଭ୍ୟାନ୍ ସବୁ ସ୍ଥାନରେ ଆଲର୍ଟ ରହିବେ। ସୁରକ୍ଷା ବ୍ୟବସ୍ଥା ନେଇ ଭୁବନେଶ୍ବର ଡ଼ିସିପିଙ୍କ ସୂଚନା |
ପୌର ନିର୍ବାଚନ ପାଇଁ ଜଟଣୀ, ଭୁବନେଶ୍ବରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି | ୧୫୦ଜଣ ବରିଷ୍ଠ ଅଧିକାରୀ ରଖିବେ କଡ଼ା ନଜର। ରାସ୍ତାରେ ବୁଲିବ ୫୫ଟି ମୋବାଇଲ ପାଟ୍ରୋଲିଂ
Read moreଦେଶରେ ୨୪ ଘଣ୍ଟାରେ ଆଉ ୧, ୭୭୮ କୋରୋନା ଆକ୍ରାନ୍ତ ଚିହ୍ନଟ, ୬୨ ମୃତ । ୨୩ ହଜାର 8୭ କୋରୋନା ରୋଗୀ ଏବେ ବି ଚିକିତ୍ସାଧୀନ । ଗତକାଲି ସୁଦ୍ଧା ୧୮୧.୮୯ କୋଟି ଡୋଜ କୋଭିଡ ଟିକା ଦିଆଯାଇଛି ।
ଦେଶରେ ୨୪ ଘଣ୍ଟାରେ ଆଉ ୧, ୭୭୮ କୋରୋନା ଆକ୍ରାନ୍ତ ଚିହ୍ନଟ, ୬୨ ମୃତ । ୨୩ ହଜାର 8୭ କୋରୋନା ରୋଗୀ ଏବେ ବି ଚିକିତ୍ସାଧୀନ
Read moreଗିରଫ ହେଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ
ଭୁବନେଶ୍ୱର : ଗିରଫ ହେଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ। ଆଜି ସେ ହସ୍ପିଟାଲରୁ ଡିସ୍ଚାର୍ଜ ହେବା ପରେ ଗିରଫ କରିଛି ପୁଲିସ୍। ଗିରଫ ନେଇ କେନ୍ଦ୍ରାଞ୍ଚଳ
Read moreଢେଙ୍କାନାଳ ବଣସିଂହ ନିକଟରେ ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ବସ । ୩୦ରୁ ଅଧିକ ଆହତ, ୪ଗୁରୁତର, ଗୁରୁତରଙ୍କ ମଧ୍ୟରେ ୭ବର୍ଷର ଶିଶୁ ଥିବା ସୂଚନା । ସମସ୍ତ ଗୁରୁତର ଢେଙ୍କାନାଳ ଚିକିତ୍ସାଳୟକୁ ସ୍ଥାନାନ୍ତର । ଢେଙ୍କାନାଳରୁ ବଣସିଂହ ଅଭିମୁଖେ ଯାଉଥିଲା ବସ୍ । ବସରେ ୪୫ରୁ ଅଧିକ ଯାତ୍ରୀ ଥିଲେ |
ଢେଙ୍କାନାଳ ବଣସିଂହ ନିକଟରେ ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ବସ । ୩୦ରୁ ଅଧିକ ଆହତ, ୪ଗୁରୁତର, ଗୁରୁତରଙ୍କ ମଧ୍ୟରେ ୭ବର୍ଷର ଶିଶୁ ଥିବା ସୂଚନା ।
Read more୨୭ ଦିନ ପରେ ଯୁଦ୍ଧ ମଇଦାନକୁ ଓହ୍ଲାଇଲେ ରୁଷର ଘାତକ ‘ରୋବୋ ସୋଲଜର୍ସ’
କିଭ୍: ଆଜିକୁ ପାଖାପାଖି ମାସେ ହେବାକୁ ବସିଲାଣି ରୁଷ-ୟୁକ୍ରେନ୍ ଯୁଦ୍ଧ। ଦୀର୍ଘ ୨୭ ଦିନ ଧରି ଯୁଦ୍ଧ ଜାରି ରହିଛି। ରୁଷର ରକେଟ୍ ଓ ବୋମାମାଡରେ ଧ୍ୱଂସ
Read moreବାହା ହେବାକୁ ଏକା ଆସିଥିବା ବିବାହିତ ଯୁବକଙ୍କୁ ପୁଲିସ ଜିମାରେ ଦେଲେ କନ୍ୟାପକ୍ଷ
କଣ୍ଟାବାଞ୍ଜି : ବାଣ ବାଜା ଧରି ବାହା ହେବାକୁ ଏକ ପହଞ୍ଚିଲା ବର। ସାଙ୍ଗରେ କେହି ବରଯାତ୍ରୀ ନ ଥିଲେ। ଏନେଇ କନ୍ୟା ଘର ଲୋକଙ୍କ ସନ୍ଦେହ
Read moreଲୋକସଭା ସାଂସଦ ପଦରୁ ଇସ୍ତଫା ଦେଲେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ | ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କୁ ନିଜର ଇସ୍ତଫା ପତ୍ର ପ୍ରଦାନ କଲେ | ଉତ୍ତରପ୍ରଦେଶର କରହଲ ବିଧାନସଭା ଆସନରେ ବାଜିମାତ କରିବା ପରେ ଛାଡିଲେ ସାଂସଦ ପଦ । ଏଣିକି ବିଧାୟକ ଭାବେ କାମ କରିବାକୁ ଅଖିଳେଶଙ୍କ ନିଷ୍ପତ୍ତି |
ଲୋକସଭା ସାଂସଦ ପଦରୁ ଇସ୍ତଫା ଦେଲେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ | ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କୁ ନିଜର ଇସ୍ତଫା ପତ୍ର ପ୍ରଦାନ କଲେ
Read moreପୁରୀରେ କୃଷ୍ଣ ପ୍ରତିହାରୀ ହତ୍ୟା ମାମଲାରେ ବନ୍ଧା ହେଲେ ଫେରାର ଥିବା ଆଉ ୩ ମୁଖ୍ୟ ଅଭିଯୁକ୍ତ । ଅଭିଯୁକ୍ତ କୁନମୁନ ସୁଆର, ଟୁଟୁ ମହାପାତ୍ର ଓ ହରି ପଣ୍ଡାକୁ ପୋଲିସ ଗିରଫ କରିଥିବା ପୁରୀ ଏସ୍ପିଙ୍କ ସୂଚନା | ହତ୍ୟା ଘଟଣାରେ ଏଯାଏ ୧୦ଜଣଙ୍କୁ ଗିରଫ କଲାଣି ପୋଲିସ । ଭୁବନେଶ୍ବର ନିକଟରୁ ଆଜି ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ |
ପୁରୀରେ କୃଷ୍ଣ ପ୍ରତିହାରୀ ହତ୍ୟା ମାମଲାରେ ବନ୍ଧା ହେଲେ ଫେରାର ଥିବା ଆଉ ୩ ମୁଖ୍ୟ ଅଭିଯୁକ୍ତ । ଅଭିଯୁକ୍ତ କୁନମୁନ ସୁଆର, ଟୁଟୁ ମହାପାତ୍ର ଓ
Read moreମାର୍ଚ୍ଚ ୨୮ତାରିଖରେ ଗୋଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ପ୍ରମୋଦ ସାୱନ୍ତ | ଶପଥ ପାଠ ସମାରୋହରେ ଯୋଗ ଦେଇ ପାରନ୍ତି ପ୍ରଧାନମନ୍ତ୍ରୀ ମୋଦି |
ମାର୍ଚ୍ଚ ୨୮ତାରିଖରେ ଗୋଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ପ୍ରମୋଦ ସାୱନ୍ତ | ଶପଥ ପାଠ ସମାରୋହରେ ଯୋଗ ଦେଇ ପାରନ୍ତି ପ୍ରଧାନମନ୍ତ୍ରୀ ମୋଦି |
Read more