ପୁରୀରେ ପ୍ରସ୍ତାବିତ ବେଦାନ୍ତ ବିଶ୍ୱବିଦ୍ୟାଳୟ ମାମଲା : ଓଡ଼ିଶା ହାଇକୋର୍ଟଙ୍କ ରାୟକୁ କାଏମ ରଖିଲେ ସୁପ୍ରିମକୋର୍ଟ, ୧୦ ହଜାର ଏକର ଜମି ଅଧିଗ୍ରହଣ ବେଆଇନ କହିଲେ ସୁପ୍ରିମକୋର୍ଟ, ବେଦାନ୍ତକୁ ୫ ଲକ୍ଷ ଟଙ୍କା ଜରିମାନା ସହ ରାଜ୍ୟ ସରକାରଙ୍କୁ ଭର୍ତ୍ସନା କଲେ, ଜମିହରା ଚାଷୀଙ୍କ ପକ୍ଷରୁ ଲଢୁଥିବା ଓକିଲ ଆଦିତ୍ୟ ଦାସ ଦେଲେ ସୂଚନା | ସରକାରଙ୍କ ଜମି ଅଧିଗ୍ରହଣକୁ ୨୦୧୦ରେ ବେଆଇନ କହିଥିଲେ ହାଇକୋର୍ଟ, ଏଥିସହ ଚାଷୀଙ୍କ ଜମି ଫେରାଇବାକୁ କହିଥିଲେ, ରାୟକୁ ଚାଲେଂଜ କରି ସୁପ୍ରିମକୋର୍ଟ ଯାଇଥିଲେ ବେଦାନ୍ତ ଓ ରାଜ୍ୟ ସରକାର |

ପୁରୀରେ ପ୍ରସ୍ତାବିତ ବେଦାନ୍ତ ବିଶ୍ୱବିଦ୍ୟାଳୟ ମାମଲା : ଓଡ଼ିଶା ହାଇକୋର୍ଟଙ୍କ ରାୟକୁ କାଏମ ରଖିଲେ ସୁପ୍ରିମକୋର୍ଟ, ୧୦ ହଜାର ଏକର ଜମି ଅଧିଗ୍ରହଣ ବେଆଇନ କହିଲେ ସୁପ୍ରିମକୋର୍ଟ,

Read more

ବଲାଙ୍ଗୀର ଫେକ୍ ସାର୍ଟିଫିକେଟ୍ ମାମଲା : କୋଚିଂ ସେଣ୍ଟରରେ ହେଉଥିଲା ନକଲି ପରୀକ୍ଷା

ବଲାଙ୍ଗିର ଫେକ୍ ସାର୍ଟିଫିକେଟ୍ ମାମଲାରେ ସାମ୍ନାକୁ ଆସୁଛି ନୂଆ ନୂଆ ତଥ୍ୟ । ଲୋକଙ୍କୁ ସତସତିକା ବିଶ୍ୱବିଦ୍ୟାଳୟରୁ ସାର୍ଟିଫିକେଟ୍ ଆସିବ କହି ଭୁଆଁ ବୁଲାଉଥିଲେ ମନୋଜ ମିଶ୍ର

Read more

ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଥାନା ଗର୍ଜନବାହାଲ କୋଇଲା ଖଣିରେ ଅଘଟଣ; ବୋଲେରୋ ଉପରେ ମାଡ଼ିଗଲା ପୋକଲେନ୍;୨ ମୃତ, ୪ଗୁରୁତର

ବୋଲେରୋ ଉପରେ ମାଡ଼ିଗଲା ପୋକଲେନ୍। ଦୁର୍ଘଟଣାରେ ୨ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪ଜଣ ଗୁରୁତର ଆହତ ହୋଇଛନ୍ତି। ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଥାନା ଗର୍ଜନବାହାଲ କୋଇଲା ଖଣିରେ

Read more

ପାରାଦୀପରେ ୨ ଦିନିଆ ସମରାଭ୍ୟାସ ଆରମ୍ଭ | ପାରାଦୀପ ସମୁଦ୍ରରେ ଅପରେସନ ‘ସାଗର କବଚ’ ଆରମ୍ଭ | ଜଳଦସ୍ୟୁଙ୍କ ଉପରେ ସତର୍କ ନଜର ରଖିବାକୁ ସମରାଭ୍ୟାସ, କୋଷ୍ଟ ଗାର୍ଡ, କଷ୍ଟମ୍‌ସ, CISF ସହ ୧୮ ବିଭାଗ ସାମିଲ |

ପାରାଦୀପରେ ୨ ଦିନିଆ ସମରାଭ୍ୟାସ ଆରମ୍ଭ | ପାରାଦୀପ ସମୁଦ୍ରରେ ଅପରେସନ ‘ସାଗର କବଚ’ ଆରମ୍ଭ | ଜଳଦସ୍ୟୁଙ୍କ ଉପରେ ସତର୍କ ନଜର ରଖିବାକୁ ସମରାଭ୍ୟାସ, କୋଷ୍ଟ

Read more

ପ୍ରଧାନ ଶିକ୍ଷକଙ୍କଠାରୁ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ହିନ୍ଦୋଳ ବ୍ଲକ ଶିକ୍ଷାଧିକାରୀ ଶାନ୍ତନୁ କୁମାର ମଲ୍ଲିକ

ଭିଜିଲାନ୍ସ ଜାଲରେ ପଡ଼ିଗଲେ ଶିକ୍ଷାଧିକାରୀ। ମହଙ୍ଗା ଭତ୍ତା ଓ ମାସିକ ଦରମା ବୃଦ୍ଧି ପାଇଁ ଲାଞ୍ଚ ନେଉଥିଲା ବେଳେ ହିନ୍ଦୋଳ ବ୍ଲକ ଶିକ୍ଷାଧିକାରୀ ଶାନ୍ତନୁ କୁମାର ମଲ୍ଲିକଙ୍କୁ

Read more

ଭାଷା ଆନ୍ଦୋଳନର ପ୍ରମୁଖ ସଦସ୍ୟଙ୍କ ମାତୃ ବିୟୋଗ

ପୁରୀ / ଭୁବନେଶ୍ୱର : ଶଶୀକଳା ମିଶ୍ର ଜନ୍ମ ରେଖା ପଞ୍ଚମୀ ୧୯୩୧ ତାଙ୍କୁ୯୧ ବର୍ଷ ହୋଇଥିବାବେଳେ ସ୍ଵର୍ଗାରୋହଣ ତା ୯/୪/୨୦୨୩ କରିଛନ୍ତି , ସ୍ଵାମୀ ✓ଫକୀରମୋହନ

Read more

ଝାରସୁଗୁଡ଼ା ଉପନିର୍ବାଚନ: ତରୁଣ ପାଣ୍ଡେ କଂଗ୍ରେସ ପ୍ରାର୍ଥୀ

ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଆଜି ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ। ତରୁଣ ପାଣ୍ଡେଙ୍କୁ ଏଠାରୁ ପ୍ରାର୍ଥୀ କରିଛି ଦଳ। ତରୁଣଙ୍କ ନାଁ ଘୋଷଣା କରିଛି ଏଆଇସିସି। ତରୁଣ

Read more

ସିଂହାସନରେ ନବସି ଅନ୍ୟ ଅତିଥିଙ୍କ ମଝିରେ ସାଧାରଣ ଚେୟାରରେ ବସିଲେ ରାଜ୍ୟପାଳ

ଷ୍ଟେଜ୍‌ରେ ପଡ଼ିଥିବା ସିଂହାସନରେ ବସିବାକୁ ମନା କଲେ ରାଜ୍ୟପାଳ। ଅନ୍ୟ ଅତିଥିଙ୍କ ମଝିରେ ସାଧାରଣ ଚେୟାରରେ ବସିଲେ। ବଲାଙ୍ଗିର ଲ’ କଲେଜରେ ଆୟୋଜିତ ମୂର୍ତ୍ତି ଅନାବରଣ ଉତ୍ସବରେ

Read more

ଚଳିତବର୍ଷ ପ୍ରଥମ ଥର ରାଜ୍ୟ ତାପମାତ୍ରା ୪୦ ଡିଗ୍ରୀ ଛୁଇଁଲା, ଆଜି ବାରିପଦାରେ ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ରେକର୍ଡ ହୋଇଛି, ଏନେଇ ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା

ଚଳିତବର୍ଷ ପ୍ରଥମ ଥର ରାଜ୍ୟ ତାପମାତ୍ରା ୪୦ ଡିଗ୍ରୀ ଛୁଇଁଲା, ଆଜି ବାରିପଦାରେ ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ରେକର୍ଡ ହୋଇଛି, ଏନେଇ ଭୁବନେଶ୍ୱର ପାଣିପାଗ କେନ୍ଦ୍ର

Read more

ଦେଓଗାଁ ପାଣି ଟାଙ୍କି ଉପରକୁ ଚଢ଼ି ଜଣେ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ । ଶ୍ବାସରୁଦ୍ଧ ଅବସ୍ଥାରେ ଯୁବକଙ୍କୁ ଉଦ୍ଧାର କଲା ଅଗ୍ନିଶମ ବାହିନୀ ଓ ପୁଲିସ । ଉଦ୍ଧାର ପରେ ଯୁବକଙ୍କୁ ବଲାଙ୍ଗୀର ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା । ଘଟଣାସ୍ଥଳରେ ଦେଓଗାଁ ଥାନା ପୁଲିସର ତଦନ୍ତ ଜାରି ।

ଦେଓଗାଁ ପାଣି ଟାଙ୍କି ଉପରକୁ ଚଢ଼ି ଜଣେ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ । ଶ୍ବାସରୁଦ୍ଧ ଅବସ୍ଥାରେ ଯୁବକଙ୍କୁ ଉଦ୍ଧାର କଲା ଅଗ୍ନିଶମ ବାହିନୀ ଓ ପୁଲିସ ।

Read more