ଆଜି ୨୪ ଘଣ୍ଟାରେ ଦେଶରେ ୧୬ ହଜାର ୧୫୬ ଆକ୍ରାନ୍ତ ଚିହ୍ନଟ, ୭୩୩ ମୃତ

ଗତ ୨୪ ଘଣ୍ଟାରେ ଦେଶରେ ୧୬ ହଜାର ୧୫୬ ଆକ୍ରାନ୍ତ ଚିହ୍ନଟ, ୭୩୩ ମୃତ ।
ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୫୬ ହଜାର ୩୮୬
ଏଯାଏ ସୁସ୍ଥ ହେଲେଣି ୩ କୋଟି ୩୬ ଲକ୍ଷ ୧୪ ହଜାର ୪୩୪
୧ ଲକ୍ଷ ୬୦ ହଜାର ୯୮୯ ଆକ୍ରାନ୍ତ ଚିକିତ୍ସାଧୀନ
କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା

Leave a Reply

Your email address will not be published. Required fields are marked *