- କୋରୋନା ପ୍ରଭାବିତ ୨୨୪ ଦେଶ ମଧ୍ୟରୁ ଆମେରିକାରେ ସର୍ବାଧିକ ୮ ଲକ୍ଷ ୨୩ ହଜାର ୩୮୬ ଜଣଙ୍କ ମୃତ୍ୟୁ । ବିଶ୍ୱରେ କୋଭିଡ ସଂକ୍ରମଣରେ ଦ୍ୱିତୀୟ ସ୍ଥାନରେ ଭାରତ, ବ୍ରାଜିଲ ତୃତୀୟ ।
- ଭୁବନେଶ୍ବରର ଝାରପଡ଼ା ଜେଲରେ NIAର ୩ ଜଣିଆ ଟିମ୍| ଦୁର୍ଦ୍ଦାନ୍ତ ମାଓନେତା ଦୁବାସି ଶଙ୍କରକୁ ୨୦୧୨ ଚିତ୍ରକୋଣ୍ଡା ବିସ୍ଫୋରଣ ମାମଲାରେ ଜେରା କରିବ । ସେପ୍ଟେମ୍ବର ୯ରେ କୋରାପୁଟ ବୈପାରୀଗୁଡ଼ାରୁ ଦୁବାସି ଗିରଫ ହୋଇଥିଲା । ଦୁବାସି ଶଙ୍କର ମୁଣ୍ଡରେ ଥିଲା ୨୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ।