ଭୁବନେଶ୍ବରର ଝାରପଡ଼ା ଜେଲରେ NIAର ୩ ଜଣିଆ ଟିମ୍‌| ଦୁର୍ଦ୍ଦାନ୍ତ ମାଓନେତା ଦୁବାସି ଶଙ୍କରକୁ ୨୦୧୨ ଚିତ୍ରକୋଣ୍ଡା ବିସ୍ଫୋରଣ ମାମଲାରେ ଜେରା କରିବ । ସେପ୍ଟେମ୍ବର ୯ରେ କୋରାପୁଟ ବୈପାରୀଗୁଡ଼ାରୁ ଦୁବାସି ଗିରଫ ହୋଇଥିଲା । ଦୁବାସି ଶଙ୍କର ମୁଣ୍ଡରେ ଥିଲା ୨୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ।

Leave a Reply

Your email address will not be published. Required fields are marked *