ଭୁବନେଶ୍ୱରରେ ପେଟ୍ରୋଲ୍‌ ଲିଟର ପିଛା ମୂଲ୍ୟ ୧୦୯.୨୫ରେ ପହଞ୍ଚିଲା

ଆଜି ୩୫ ପଇସା ବୃଦ୍ଧି ପାଇ ଭୁବନେଶ୍ୱରରେ ପେଟ୍ରୋଲ୍‌ ଲିଟରପିଛା ମୂଲ୍ୟ ୧୦୯.୨୫ରେ ପହଞ୍ଚିଛି । ଡିଜେଲ୍‌ ଦର ମଧ୍ୟ ଲିଟରପିଛା ୩୯ ପଇସା ବୃଦ୍ଧି ପାଇ ୧୦୫.୮୪ରେ ପହଞ୍ଚିଛି।

Leave a Reply

Your email address will not be published. Required fields are marked *