ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷିର ଦୁଆରଶୁଣି ଘାଟିରେ ଦୁର୍ଘଟଣା; ଘାଟିରୁ ୫୦ ଫୁଟ ତଳକୁ ଖସିଲା ଟ୍ରକ, ଜଣେ ମୃତ ଜଣେ ଆହତ | ଭାରସାମ୍ୟ ହରାଇ ଘାଟି ତଳକୁ ଖସିଲା ଟ୍ରକ | ଘଟଣାସ୍ଥଳରେ ଟ୍ରକ ଚାଳକଙ୍କର ମୃତ୍ୟୁ , ଟ୍ରକଟି କଲିକତାରୁ କେନ୍ଦୁଝର ଅଭିମୁଖେ ଯାଉଥିଲା |

Leave a Reply

Your email address will not be published. Required fields are marked *