ଗ୍ରୀନ ହାଇଡ୍ରୋଜେନ୍ ଓ ଅମୋନିଆ ଗ୍ୟାସ ଉତ୍ପାଦନ ପାଇଁ ଟାଟା ଷ୍ଟିଲ ସ୍ଵତନ୍ତ୍ର ଅର୍ଥନୈତିକ ଜୋନ ସହ ଏ.ସି.ଏମ.ଇ କ୍ଲିନ୍ ଏନର୍ଜିର ଚୁକ୍ତି ସ୍ବାକ୍ଷର

ଭୁବନେଶ୍ୱର : ଆଗାମୀ ଦିନରେ ବହୁଳ ଆବଶ୍ୟକ ଗ୍ରୀନ ହାଇଡ୍ରୋଜେନ୍ ଓ ଅମୋନିଆ ପରି ଗ୍ୟାସ ଉତ୍ପାଦନ ପାଇଁ ଟାଟା ଷ୍ଟିଲ ସ୍ଵତନ୍ତ୍ର ଅର୍ଥନୈତିକ ଜୋନ ସହ ଏ.ସି.ଏମ.ଇ କ୍ଲିନ୍ ଏନର୍ଜିର ଚୁକ୍ତି ସ୍ବାକ୍ଷର ହୋଇଯାଇଛି । ଏନେଇ ସ୍ଥାନୀୟ ଏକ ହୋଟେଲ୍ ରେ କମ୍ପାନୀ ଦ୍ବୟର ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ରହି ଚୁକ୍ତିନାମା ସ୍ବାକ୍ଷରିତ କରି ଆଗାମୀ ଦିନରେ କାର୍ଯ୍ୟ ତ୍ୱରାନ୍ୱିତ କରିବା ଦିଗରେ ସାମ୍ବାଦିକ ମାନଙ୍କୁ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *