ସୁବର୍ଣ୍ଣପୁର ଗଡ଼ଜାତର ଇଷ୍ଟଦେବୀ ମାଆ ସୁରେଶ୍ବରୀଙ୍କ ମନ୍ଦିରରୁ ଚୋରି ମାମଲାରେ ସୋନପୁରର ୨ ଜଣ ମହାଦେବ ଥପା ଓ ଶୁଶାନ୍ତ ବେହେରାକୁ ଗିରଫ କଲା ସୋନପୁର ପୋଲିସ। ଗତ ୩୦ ତାରିଖ ରାତିରେ ମନ୍ଦିର ଗେଟ୍‌ର ତାଲା ଭାଙ୍ଗି ଚୋରି ହୋଇଥିଲା ମାଆଙ୍କ ରୂପା ମୁକୁଟ ଓ ୨ଟି ଛତ୍ର। ଅଭିଯୁକ୍ତଙ୍କଠାରୁ ୧୨୦ ଗ୍ରାମର ରୂପା ବିସ୍କୁଟ ଜବତ

ସୁବର୍ଣ୍ଣପୁର ଗଡ଼ଜାତର ଇଷ୍ଟଦେବୀ ମାଆ ସୁରେଶ୍ବରୀଙ୍କ ମନ୍ଦିରରୁ ଚୋରି ମାମଲାରେ ସୋନପୁରର ୨ ଜଣ ମହାଦେବ ଥପା ଓ ଶୁଶାନ୍ତ ବେହେରାକୁ ଗିରଫ କଲା ସୋନପୁର ପୋଲିସ।

Read more

ପଞ୍ଚଭୂତରେ ଲୀନ ହେଲେ ଦେଶର ପ୍ରଥମ CDS ଜେନେରାଲ ବିପିନ ରାୱତ। ଦିଲ୍ଲୀର ବ୍ରାର୍‌ ସ୍କୋୟାରରେ ପିତା-ମାତାଙ୍କୁ ମୁଖାଗ୍ନି ଦେଲେ ଦୁଇ ଝିଅ କ୍ରିତିକା ଏବଂ ତାରିଣୀ। ଶେଷ ସମ୍ମାନ ଭାବେ ବିପିନ ରାୱତଙ୍କୁ ଦିଆଗଲା ୧୭ ତୋପ ସଲାମୀ । ପ୍ରତିରକ୍ଷା ମନ୍ତ୍ରୀଙ୍କ ସମେତ ବହୁ ମାନ୍ୟଗନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ

ପଞ୍ଚଭୂତରେ ଲୀନ ହେଲେ ଦେଶର ପ୍ରଥମ CDS ଜେନେରାଲ ବିପିନ ରାୱତ। ଦିଲ୍ଲୀର ବ୍ରାର୍‌ ସ୍କୋୟାରରେ ପିତା-ମାତାଙ୍କୁ ମୁଖାଗ୍ନି ଦେଲେ ଦୁଇ ଝିଅ କ୍ରିତିକା ଏବଂ ତାରିଣୀ।

Read more

ଶେଷ ହେଲା ବିଧାନସଭାର ଶୀତ ଅଧିବେଶନ। ୧୭ଟି କାର୍ଯ୍ୟ ଦିବସ ପୂର୍ବରୁ ଅନିର୍ଦ୍ଦିଷ୍ଟକାଳ ପାଇଁ ଗୃହକୁ ମୁଲତବୀ ରଖିଲେ ବାଚସ୍ପତି। ୯ ଦିନରେ ମୋଟ ୨ ଘଣ୍ଟା ବି ଚାଲିପାରିଲାନି ଗୃହ। ଗୋଟିଏ ଦିନ ବି ଚାଲିପାରିନି ପ୍ରଶ୍ନକାଳ

ଶେଷ ହେଲା ବିଧାନସଭାର ଶୀତ ଅଧିବେଶନ। ୧୭ଟି କାର୍ଯ୍ୟ ଦିବସ ପୂର୍ବରୁ ଅନିର୍ଦ୍ଦିଷ୍ଟକାଳ ପାଇଁ ଗୃହକୁ ମୁଲତବୀ ରଖିଲେ ବାଚସ୍ପତି। ୯ ଦିନରେ ମୋଟ ୨ ଘଣ୍ଟା

Read more

ଆଜି ରାଜଧାନୀରେ ଗର୍ଜିବେ ବିଜେପି ଓ ବିଜେଡି : ବିଜେପିର ମମିତା ମେହେର ପ୍ରସଙ୍ଗ ଏବଂ ବିଜେଡିର ବେକାରୀ, ଦରଦାମ ବୃଦ୍ଧି ପ୍ରସଙ୍ଗ

ଆଜି ରାଜଧାନୀରେ ଗର୍ଜିବେ ବିଜେପି ଓ ବିଜେଡି : ବିଜେପିର ମମିତା ମେହେର ପ୍ରସଙ୍ଗ ଏବଂ ବିଜେଡିର ବେକାରୀ, ଦରଦାମ ବୃଦ୍ଧି ପ୍ରସଙ୍ଗ

Read more

ତାମିଲନାଡୁରେ ବାୟୁସେନା ହେଲିକପ୍ଟର ଦୁର୍ଘଟଣାରେ ୧୩ ମୃତ ଘଟଣା, ଆସନ୍ତାକାଲି ସଂଧ୍ୟାରେ ଦିଲ୍ଲୀ ଅଣାଯିବ ସବୁ ମୃତକଙ୍କ ମରଶରୀର, ୧୦ ତାରିଖରେ ଦିନ ୧୧ଟାରୁ ୨ଟା ଯାଏ ରାୱତଙ୍କ ବାସଭବନରେ ଶେଷ ଦର୍ଶନ ପରେ ଦିଲ୍ଲୀ କ୍ୟାଣ୍ଟନମେଣ୍ଟରେ ହେବ ବିପିନ ଓ ପତ୍ନୀଙ୍କ ଶେଷକୃତ୍ୟ

Read more

ସୁନ୍ଦରଗଡ଼ର ବଣାଇ ତହସିଲଦାର ସୁଶୀଲ କୁଜୁର ନିଲମ୍ବିତ, ନିଲମ୍ବନ ନିର୍ଦେଶ ଦେଲା ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ | ନିଲମ୍ବନ ସମୟରେ ମାଲକାନଗିରି ଜିଲ୍ଲାପାଳଙ୍କ ଅଫିସ୍‌ରେ କାମ କରିବେ | ଜିଲ୍ଲାପାଳଙ୍କ ବିନା ଅନୁମତିରେ ସଦର ମହକୁମା ନଛାଡ଼ିବାକୁ ନିର୍ଦେଶ

ସୁନ୍ଦରଗଡ଼ର ବଣାଇ ତହସିଲଦାର ସୁଶୀଲ କୁଜୁର ନିଲମ୍ବିତ, ନିଲମ୍ବନ ନିର୍ଦେଶ ଦେଲା ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ | ନିଲମ୍ବନ ସମୟରେ ମାଲକାନଗିରି ଜିଲ୍ଲାପାଳଙ୍କ ଅଫିସ୍‌ରେ

Read more

ଜଗତସିଂହପୁର ଏରସମା ବ୍ଲକ ଢିଙ୍କିଆ ପଞ୍ଚାୟତ ସମିତି ସଭ୍ୟ ଦେବେନ୍ଦ୍ର ସ୍ୱାଇଁଙ୍କୁ ପଦଚ୍ୟୁତ କଲା ପଞ୍ଚାୟତିରାଜ ବିଭାଗ, ସରକାରୀ ଅଧିକାରୀଙ୍କ ବିରୋଧରେ ଉଦ୍ଦେଶ୍ୟମୂଳକ କାର୍ଯ୍ୟ ନେଇ ପଦଚ୍ୟୁତ; ଢିଙ୍ଗିଆ JSW ବିରୋଧୀ ଆନ୍ଦୋଳନର ନେତୃତ୍ୱ ନେଉଛନ୍ତି ଦେବେନ୍ଦ୍ର

ଜଗତସିଂହପୁର ଏରସମା ବ୍ଲକ ଢିଙ୍କିଆ ପଞ୍ଚାୟତ ସମିତି ସଭ୍ୟ ଦେବେନ୍ଦ୍ର ସ୍ୱାଇଁଙ୍କୁ ପଦଚ୍ୟୁତ କଲା ପଞ୍ଚାୟତିରାଜ ବିଭାଗ, ସରକାରୀ ଅଧିକାରୀଙ୍କ ବିରୋଧରେ ଉଦ୍ଦେଶ୍ୟମୂଳକ କାର୍ଯ୍ୟ ନେଇ ପଦଚ୍ୟୁତ;

Read more

ତାମିଲନାଡୁ କୁନ୍ନୁରରେ ବାୟୁସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ : ଦୁର୍ଘଟଣାରେ ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା, ବିମାନରେ CDS ବିପିନ ରାଓ୍ୱତଙ୍କ ସମେତ ମୋଟ ୧୪ ଜଣ ଥିଲେ, DNA ଟେଷ୍ଟ ଜରିଆରେ ମୃତଦେହ ଚିହ୍ନଟ କରାଯିବ

ତାମିଲନାଡୁ କୁନ୍ନୁରରେ ବାୟୁସେନା ହେଲିକର ଦୁର୍ଘଟଣାଗ୍ରସ୍ତ: ଦୁର୍ଘଟଣାରେ ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା, ବିମାନରେ #CDS ବିପିନ ରାଓ୍ୱତଙ୍କ ସମେତ ମୋଟ ୧୪ ଜଣ ଥିଲେ,

Read more

ତାମିଲନାଡୁ କୁନ୍ନୁର ନିକଟରେ ସେନା ହେଲିକପ୍ଟର କ୍ରାଶ୍ : ହସପିଟାଲରେ ଗୁରୁତର ଅବସ୍ଥାରେ ସିଡିଏସ ବିପିନ ରାୱତ

ଚେନ୍ନାଇ: ତାମିଲନାଡୁ କୁନ୍ନୁର ନିକଟରେ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ହେଲିକପ୍ଟରରରେ ସିଡିଏସ ବିପିନ ରାୱତ ଏବଂ ତାଙ୍କ ପତ୍ନୀଙ୍କ ସମେତ ମୋଟ ୧୪ ଜଣ

Read more

ତାମିଲନାଡୁ କୁନ୍ନୁରରେ ସେନାର MI-17V5 ହେଲିକପ୍ଟର କ୍ରାସ୍‌ । ହେଲିକପ୍ଟରରେ CDS ବିପିନ ରାବତ ଓ ତାଙ୍କ ପତ୍ନୀ ମଧୁଲିକାଙ୍କ ସମେତ ମୋଟ୍‌ ୧୪ ଜଣ ଥିଲେ । ୫ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ୩ ଜଣ ଗୁରୁତର ଭାବେ ଉଦ୍ଧାର ହୋଇଥିବା ସୂଚନା । ଦୁର୍ଘଟଣାର ତଦନ୍ତ ନିର୍ଦେଶ ଦେଲା ବାୟୁ ସେନା

ତାମିଲନାଡୁ କୁନ୍ନୁରରେ ସେନାର MI-17V5 ହେଲିକପ୍ଟର କ୍ରାସ୍‌ | ହେଲିକପ୍ଟରରେ CDS ବିପିନ ରାବତ ଓ ତାଙ୍କ ପତ୍ନୀ ମଧୁଲିକାଙ୍କ ସମେତ ମୋଟ୍‌ ୧୪ ଜଣ ଥିଲେ।

Read more