ପ୍ରବଳ ବର୍ଷା ଆଶଙ୍କା ଯୋଗୁଁ ଗଞ୍ଜାମ ଜିଲ୍ଲାରେ ଆସନ୍ତାକାଲି ବସ୍‌ ଓ ଅଟୋ ଚଳାଚଳ ବନ୍ଦ ନିଷ୍ପତ୍ତି ନେଲା ଜିଲ୍ଲା ପ୍ରଶାସନ । ଜିଲ୍ଲାରେ ୩ NDRF ଓ ୩ ଓଡ୍ରାଫ ଟିମ ମୁତୟନ । ଗଞ୍ଜାମ, ପାତ୍ରପୁର ଓ ଗୋପାଳପୁରରେ NDRF ଟିମ ସଜାଗ । ଆସିକା ଓ ଛତ୍ରପୁରରେ ୩ଟି ଓଡ୍ରାଫ ଟିମ ଉଦ୍ଧାର କାର୍ଯ୍ୟ ପାଇଁ ପ୍ରସ୍ତୁତ

ପ୍ରବଳ ବର୍ଷା ଆଶଙ୍କା ଯୋଗୁଁ ଗଞ୍ଜାମ ଜିଲ୍ଲାରେ ଆସନ୍ତାକାଲି ବସ୍‌ ଓ ଅଟୋ ଚଳାଚଳ ବନ୍ଦ ନିଷ୍ପତ୍ତି ନେଲା ଜିଲ୍ଲା ପ୍ରଶାସନ । ଜିଲ୍ଲାରେ ୩ NDRF

Read more

ସ୍ଥଳଭାଗ ଠାରୁ ୪୨୦ କିମି ଦୂରରେ ‘ଜୱାଦ’ | ଗତ ୬ ଘଣ୍ଟା ଧରି ୨୦ କିମି ବେଗରେ ଗତି କରୁଛି ବାତ୍ୟା ‘ଜୱାଦ’ | ଗୋପାଳପୁରରୁ ୪୨୦ ଓ ପୁରୀଠୁ ୪୮୦ କିମି ଦୂରରେ ବାତ୍ୟା | ପାରାଦୀପରୁ ୫୬୦ ଓ ବିଶାଖାପାଟଣାଠାରୁ ୩୦୦ କିମି ଦୂରରେ ବାତ୍ୟା | ବାତ୍ୟା ପ୍ରଭାବରେ ଗଜପତି, ଗଞ୍ଜାମ ଓ ପୁରୀରେ ବର୍ଷା ଆରମ୍ଭ

ସ୍ଥଳଭାଗ ଠାରୁ ୪୨୦ କିମି ଦୂରରେ ‘ଜୱାଦ’ | ଗତ ୬ ଘଣ୍ଟା ଧରି ୨୦ କିମି ବେଗରେ ଗତି କରୁଛି ବାତ୍ୟା ‘ଜୱାଦ’ | ଗୋପାଳପୁରରୁ

Read more

ଜୁନିଅର ପୁରୁଷ ହକି ବିଶ୍ବକପ ; ସେମି ଫାଇନାଲରେ ଜର୍ମାନୀଠାରୁ ୪-୨ ଗୋଲ୍‌ରେ ହାରିଲା ଭାରତ

ଜୁନିଅର ପୁରୁଷ ହକି ବିଶ୍ବକପ ; ସେମି ଫାଇନାଲରେ ଜର୍ମାନୀଠାରୁ ୪-୨ ଗୋଲ୍‌ରେ ହାରିଲା ଭାରତ । ରବିବାର ସ୍ପେନ୍‌ ସହ ‘ସ୍ଥାନ ନିର୍ଣ୍ଣାୟକ’ ମ୍ୟାଚ ଖେଳିବ

Read more

କାଲି ଗଞ୍ଜାମରେ ସ୍କୁଲ ଛୁଟି | ବାତ୍ୟା ଜୱାଦ ଦୃଷ୍ଟିରୁ ଡିସେମ୍ବର ୪ରେ ଜିଲ୍ଲାର ସବୁ ସ୍କୁଲ ଛୁଟି ଘୋଷଣା କଲେ ଗଞ୍ଜାମ ଜିଲ୍ଲାପାଳ । ଛୁଟି ସତ୍ତ୍ବେ ସ୍କୁଲକୁ ଆସିବେ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ। ପ୍ରଶାସନର ନିର୍ଦେଶ ମୁତାବକ କାର୍ଯ୍ୟ କରିବାକୁ ପ୍ରସ୍ତୁତ ରହିବେ କର୍ମଚାରୀ

କାଲି ଗଞ୍ଜାମରେ ସ୍କୁଲ ଛୁଟି | ବାତ୍ୟା ଜୱାଦ ଦୃଷ୍ଟିରୁ ଡିସେମ୍ବର ୪ରେ ଜିଲ୍ଲାର ସବୁ ସ୍କୁଲ ଛୁଟି ଘୋଷଣା କଲେ ଗଞ୍ଜାମ ଜିଲ୍ଲାପାଳ। ଛୁଟି ସତ୍ତ୍ବେ

Read more

ବାତ୍ୟା ପ୍ରଭାବରେ ରାଜଧାନୀ ଭୁବନେଶ୍ୱରରେ ଆରମ୍ଭ ହେଲାଣି ଝିପିଝିପି ବର୍ଷା । ଆଜି ରାତିରୁ ବର୍ଷା ବଢିବା ସମ୍ଭାବନା ।

ବାତ୍ୟା ପ୍ରଭାବରେ ରାଜଧାନୀ ଭୁବନେଶ୍ୱରରେ ଆରମ୍ଭ ହେଲାଣି ଝିପିଝିପି ବର୍ଷା । ଆଜି ରାତିରୁ ବର୍ଷା ବଢିବା ସମ୍ଭାବନା ।

Read more

ବାତ୍ୟା ଜୱାଦ ପାଇଁ ବ୍ରହ୍ମପୁର ମହାନଗର ନିଗମର ପ୍ରସ୍ତୁତି | ସହରର ପ୍ରତ୍ୟେକ ଓ୍ବାର୍ଡରେ ଗଠନ ହେଲା ଓ୍ବାର୍ଡସ୍ତରୀୟ କମିଟି | ତଳିଆ ଅଞ୍ଚଳର ଲୋକଙ୍କ ସ୍ଥାନାନ୍ତର ପାଇଁ ୨୧ ଆଶ୍ରୟସ୍ଥଳୀ ଚିହ୍ନଟ | ବର୍ଷାଜଳ ନିଷ୍କାସନ ପାଇଁ ୯ଟି ଜରୁରୀକାଳୀନ ସଫେଇ ୟୁନିଟ ଗଠିତ | ସହାୟତା ପାଇଁ ଜାରି ହେଲା ହେଲ୍‌ପଲାଇନ ନମ୍ବର- 7326837329

ବାତ୍ୟା ଜୱାଦ ପାଇଁ ବ୍ରହ୍ମପୁର ମହାନଗର ନିଗମର ପ୍ରସ୍ତୁତି | ସହରର ପ୍ରତ୍ୟେକ ଓ୍ବାର୍ଡରେ ଗଠନ ହେଲା ଓ୍ବାର୍ଡସ୍ତରୀୟ କମିଟି | ତଳିଆ ଅଞ୍ଚଳର ଲୋକଙ୍କ ସ୍ଥାନାନ୍ତର

Read more

ପୁରୀଠୁ ୫୩୦ କିମି ଦୂରରେ ବାତ୍ୟା ‘ଜୱାଦ’ | ଗତ ୬ ଘଣ୍ଟା ଧରି ୨୨ କିମି ବେଗରେ ଗତି କରୁଛି ବାତ୍ୟା ‘ଜୱାଦ’ | ପୁରୀଠୁ ୫୩୦ ଓ ଗୋପାଳପୁରରୁ ୪୭୦, ପାରାଦୀପରୁ ୬୦୦ ଓ ବିଶାଖାପାଟଣାଠାରୁ ୩୬୦ କିମି ଦୂରରେ ବାତ୍ୟା | କାଲି ସକାଳେ ଆନ୍ଧ୍ର-ଓଡ଼ିଶା ଉପକୂଳରେ ପହଞ୍ଚିବ ‘ଜୱାଦ’

ପୁରୀଠୁ ୫୩୦ କିମି ଦୂରରେ ବାତ୍ୟା ‘ଜୱାଦ’ | ଗତ ୬ ଘଣ୍ଟା ଧରି ୨୨ କିମି ବେଗରେ ଗତି କରୁଛି ବାତ୍ୟା ‘ଜୱାଦ’ | ପୁରୀଠୁ

Read more

ଆସନ୍ତାକାଲିଠୁ ୨ ଦିନ ବନ୍ଦ ରହିବ ଶିମିଳିପାଳ ଅଭୟାରଣ୍ୟ । ଡିସେମ୍ବର ୪ ଏବଂ ୫ ତାରିଖରେ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଶିମିଳିପାଳ । ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନିଆଯାଇଥିବା ଶିମିଳିପାଳ କର୍ତ୍ତୃପକ୍ଷଙ୍କ ସୂଚନା ।

ଆସନ୍ତାକାଲିଠୁ ୨ ଦିନ ବନ୍ଦ ରହିବ ଶିମିଳିପାଳ ଅଭୟାରଣ୍ୟ । ଡିସେମ୍ବର ୪ ଏବଂ ୫ ତାରିଖରେ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଶିମିଳିପାଳ । ସମ୍ଭାବ୍ୟ

Read more

ରାଜ୍ୟରେ ଦିନକରେ ଆଉ ୨୭୦ କୋରୋନା ଆକ୍ରାନ୍ତ ଚିହ୍ନଟ, ୩ ମୃତ |ସଂଗରୋଧରୁ ୧୫୯ ଓ ସ୍ଥାନୀୟ ଅଞ୍ଚଳରୁ ୧୧୧ ରୋଗୀ ଚିହ୍ନଟ । ୨୭୦ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ବୟସର ୫୭ ଜଣ । ୨ ହଜାର ୪୨୫ ଜଣ କୋଭିଡ ରୋଗୀ ଏବେ ବି ଚିକିତ୍ସାଧୀନ ।

ରାଜ୍ୟରେ ଦିନକରେ ଆଉ ୨୭୦ କୋରୋନା ଆକ୍ରାନ୍ତ ଚିହ୍ନଟ, ୩ ମୃତ |ସଂଗରୋଧରୁ ୧୫୯ ଓ ସ୍ଥାନୀୟ ଅଞ୍ଚଳରୁ ୧୧୧ ରୋଗୀ ଚିହ୍ନଟ । ୨୭୦ ନୂଆ

Read more

ମମିତା ମେହେର ହତ୍ୟା ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ସଂପୃକ୍ତ ଥିବା ଅଭିଯୋଗ କରି ଆସୁଛି ବିଜେପି। ମନ୍ତ୍ରୀ ଶ୍ରୀ ମିଶ୍ର ବିଧାନସଭାକୁ ଆସୁଥିବା ବେଳେ ଏହାକୁ ବିରୋଧ କରି ଦଳ ପକ୍ଷରୁ ଆଜି ବିଧାନସଭା ପରିସରରେ ଗୋବର ଓ ଗଙ୍ଗା ଜଳ ପକାଇ ଏହାକୁ ଶୁଦ୍ଧ କରାଯାଇଥିଲା।

ମମିତା ମେହେର ହତ୍ୟା ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ସଂପୃକ୍ତ ଥିବା ଅଭିଯୋଗ କରି ଆସୁଛି ବିଜେପି। ମନ୍ତ୍ରୀ ଶ୍ରୀ ମିଶ୍ର ବିଧାନସଭାକୁ ଆସୁଥିବା ବେଳେ ଏହାକୁ

Read more