ବଣାଇ : ଚାନ୍ଦିପୋଷ ଥାନା ରାଣୀବେରନା ଗାଁରେ ଘରୋଇ କଳିରୁ ବାପାକୁ ପିଟିପିଟି ହତ୍ୟା କଲେ ୨ ପୁଅ, ପୂର୍ବରୁ ବିବାଦ ଲାଗି ରହିଥିଲା, ୨ ପୁଅଙ୍କୁ ଅଟକ ରଖିଛି ପୁଲିସ
ବଣାଇ : ପୁଅ ନୃଶଂସ ପାଲଟିଲା। ନିଜ ଜନ୍ମ କଲା ବାପାଙ୍କୁ ପିଟିପିଟି ହତ୍ୟା କଲା। ଏଭଳି ଅଯୋଗ ଆସିଛି ସୁନ୍ଦରଗଡ଼ ଜିଲ୍ଲା ଚାନ୍ଦିପୋଷ ଥାନା ଅନ୍ତର୍ଗତ
Read more