କ୍ରାଇମବ୍ରାଞ୍ଚର ନୂଆ ଏଡିଜି ଭାବେ ଦାୟିତ୍ବ ଗ୍ରହଣ କଲେ ଅରୁଣ ବୋଥ୍ରା । ୧୯୯୬ ମସିହା ବ୍ୟାଚ ଆଇପିଏସ ଅଧିକାରୀ ହେଉଛନ୍ତି ଅରୁଣ ବୋଥ୍ରା । କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡାଙ୍କ ଠାରୁ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟରେ ଦାୟିତ୍ବ ଗ୍ରହଣ କରିଛନ୍ତି ।

କ୍ରାଇମବ୍ରାଞ୍ଚର ନୂଆ ଏଡିଜି ଭାବେ ଦାୟିତ୍ବ ଗ୍ରହଣ କଲେ ଅରୁଣ ବୋଥ୍ରା । ୧୯୯୬ ମସିହା ବ୍ୟାଚ ଆଇପିଏସ ଅଧିକାରୀ ହେଉଛନ୍ତି ଅରୁଣ ବୋଥ୍ରା । କ୍ରାଇମବ୍ରାଞ୍ଚ

Read more

ପ୍ରଥମ ଥର ପାଇଁ ଭାରତ ଗସ୍ତରେ ଆସିଥିବା ଇଟାଲୀ ବୈଦେଶିକ ମନ୍ତ୍ରୀଙ୍କୁ ସ୍ବାଗତ କଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର |

ପ୍ରଥମ ଥର ପାଇଁ ଭାରତ ଗସ୍ତରେ ଆସିଥିବା ଇଟାଲୀ ବୈଦେଶିକ ମନ୍ତ୍ରୀଙ୍କୁ ସ୍ବାଗତ କଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର |

Read more

ରାଜଧାନୀରୁ ୫୦୬ କିଲୋ ଗଞ୍ଜେଇ ଜବତ, ୩ ଜଣଙ୍କୁ ଗିରଫ କଲା NCB ସବ୍‌ ଡିଭିଜନ । ୩ ଅଭିଯୁକ୍ତ ରାଜ୍ୟ ବାହାରର । ୨ ଜଣ ପଞ୍ଜାବର, ଜଣେ ହରିୟାନାର । ଚନ୍ଦକା ପିତାପଲ୍ଲୀ ଅଞ୍ଚଳରୁ ଗଞ୍ଜେଇ ଜବତ । ଆଜି ୩ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରିବ ଏନସିବି |

ରାଜଧାନୀରୁ ୫୦୬ କିଲୋ ଗଞ୍ଜେଇ ଜବତ, ୩ ଜଣଙ୍କୁ ଗିରଫ କଲା NCB ସବ୍‌ ଡିଭିଜନ । ୩ ଅଭିଯୁକ୍ତ ରାଜ୍ୟ ବାହାରର । ୨ ଜଣ

Read more

କୋଲକାତାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ | ଦୁଇ ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଅଛନ୍ତି ଶାହ । ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ସହ ମୈତ୍ରୀ ସଂଗ୍ରହାଳୟର ଶିଳାନ୍ୟାସ ଓ ପ୍ରହରୀ ସମ୍ମିଳନୀରେ ଯୋଗ ଦେବେ |

କୋଲକାତାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ | ଦୁଇ ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଅଛନ୍ତି ଶାହ । ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ସହ ମୈତ୍ରୀ ସଂଗ୍ରହାଳୟର ଶିଳାନ୍ୟାସ

Read more

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କଳାରାହାଙ୍ଗ ଲାଇଭ୍ ଷ୍ଟକ୍ ଇନ୍ସପେକ୍ଟର ଜଗନ୍ନାଥ ରାଉତଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଭୁବନେଶ୍ୱର : ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱର କଳାରାହାଙ୍ଗ ଅଞ୍ଚଳର ପ୍ରାଣୀଧନ ନିରୀକ୍ଷକ ଜଗନ୍ନାଥ ରାଉତଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ଉ କରାଯାଇଛି।

Read more

ଦେଶରେ ୨୪ ଘଣ୍ଟାରେ ୩, ୨୦୫ ନୂଆ କୋରୋନା ସଂକ୍ରମିତ ଚିହ୍ନଟ । ମଙ୍ଗଳବାର ତୁଳନାରେ ଏହା ୨୪.୮% ଅଧିକ, ଦେଶରେ ୧୯ ହଜାର ପାର୍ କରିଛି ଆକଟିଭ୍ କେସ । ୨୪ ଘଣ୍ଟାରେ ୩୧ ଜଣକ ଜୀବନ ନେଇଛି କୋରୋନା | ୨୪ ଘଣ୍ଟାରେ ଦିଲ୍ଲୀରେ ୧,୪୧୪ ନୂଆ ସଂକ୍ରମିତ ଚିହ୍ନଟ ।

ଦେଶରେ ୨୪ ଘଣ୍ଟାରେ ୩, ୨୦୫ ନୂଆ କୋରୋନା ସଂକ୍ରମିତ ଚିହ୍ନଟ । ମଙ୍ଗଳବାର ତୁଳନାରେ ଏହା ୨୪.୮% ଅଧିକ, ଦେଶରେ ୧୯ ହଜାର ପାର୍ କରିଛି

Read more

୩ ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଯିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ | ଶାହଙ୍କ ସହ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ମଧ୍ୟ ଗସ୍ତ କରିବେ । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଦଳକୁ ସଂଗଠିତ କରିବା ଉଦ୍ଦେଶ୍ୟ |

୩ ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଯିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ | ଶାହଙ୍କ ସହ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ମଧ୍ୟ ଗସ୍ତ କରିବେ

Read more

ପ୍ରଥମ ଥର ଗଞ୍ଜାମ ଜିଲ୍ଲା ସୋରଡ଼ାରୁ ଆସିଲା ୩୨ଖଣ୍ଡ ରଥକାଠ । ଏଯାଏ ୫୩୬ ଖଣ୍ଡ କାଠ ଆସି ରଥଖଳାରେ ପହଞ୍ଚିଲାଣି । ପୂର୍ବରୁ ୮୦ ଖଣ୍ଡ କାଠ ବଳକା ରହିଛି, ତିନି ରଥ ନିର୍ମାଣ ପାଇଁ ଆବଶ୍ୟକ ୮୬୫ ଖଣ୍ଡ କାଠ । ଆଉ ୨୧୭ ଖଣ୍ଡ କାଠ ଆସିବ । ବୌଦ୍ଧ ଓ ଗଂଜାମ ଘୁମୁସର ବନଖଣ୍ଡରୁ ଆସିଛି କାଠ ।

ପ୍ରଥମ ଥର ଗଞ୍ଜାମ ଜିଲ୍ଲା ସୋରଡ଼ାରୁ ଆସିଲା ୩୨ଖଣ୍ଡ ରଥକାଠ । ଏଯାଏ ୫୩୬ ଖଣ୍ଡ କାଠ ଆସି ରଥଖଳାରେ ପହଞ୍ଚିଲାଣି । ପୂର୍ବରୁ ୮୦ ଖଣ୍ଡ

Read more

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରାମର୍ଶଦାତା ଭାବେ ନିଯୁକ୍ତି ପାଇଲେ ପେଟ୍ରୋଲିୟମ ମନ୍ତ୍ରଣାଳୟର ପୂର୍ବତନ ସଚିବ ତରୁଣ କପୁର

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରାମର୍ଶଦାତା ଭାବେ ନିଯୁକ୍ତି ପାଇଛନ୍ତି ପେଟ୍ରୋଲିୟମ ମନ୍ତ୍ରଣାଳୟର ପୂର୍ବତନ ସଚିବ ତରୁଣ କପୁର। ନିଯୁକ୍ତି ସଂକ୍ରାନ୍ତୀୟ କ୍ୟାବିନେଟ କମିଟିର ନିଷ୍ପତ୍ତିକ୍ରମେ

Read more

ଦ୍ବିତୀୟ ଖେଲୋ ଇଣ୍ଡିଆ ୟୁନିର୍ଭସିଟି ଗେମ୍ସରେ ମହିଳା ବର୍ଗର ୨୦୦ମିଟର ଦୌଡ଼ରେ ରୌପ୍ୟ ପଦକ ଜିତିଲେ ଅଲମ୍ପିଆନ ଦୂତୀ ଚାନ୍ଦ | ଗତକାଲି ୧୦୦ମିଟର ଦୌଡ଼ରେ ସ୍ବର୍ଣ୍ଣ ପଦକ ଜିତିଥିଲେ ଧାବିକା ଦୂତୀ ଚାନ୍ଦ ।

ଦ୍ବିତୀୟ ଖେଲୋ ଇଣ୍ଡିଆ ୟୁନିର୍ଭସିଟି ଗେମ୍ସରେ ମହିଳା ବର୍ଗର ୨୦୦ମିଟର ଦୌଡ଼ରେ ରୌପ୍ୟ ପଦକ ଜିତିଲେ ଅଲମ୍ପିଆନ ଦୂତୀ ଚାନ୍ଦ | ଗତକାଲି ୧୦୦ମିଟର ଦୌଡ଼ରେ ସ୍ବର୍ଣ୍ଣ

Read more