ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୫ ଆତଙ୍କବାଦୀ ମୃତ୍ୟୁ

ଶ୍ରୀନଗର: ଜମ୍ମୁ କଶ୍ମୀରରେ ସୁରକ୍ଷାବାହିନୀକୁ ବଡ଼ ସଫଳତା । ମାତ୍ର ୧୨ ଘଣ୍ଟା ମଧ୍ୟରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୫ ଆତଙ୍କବାଦୀ । ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତଏବା

Read more

ରାଜ୍ୟରେ ଦିନକରେ ଆଉ ୪ ହଜାର ୮୪୩ କୋରୋନା ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୦୨୩, କଟକରେ ୩୭୯, ନୟାଗଡ଼ରେ ୧୯୪ ପଜିଟିଭ | ସଂଗରୋଧରୁ ୨୮୧୫ ଓ ସ୍ଥାନୀୟ ଅଞ୍ଚଳରୁ ୨୦୨୮ ରୋଗୀ ଚିହ୍ନଟ |

Read more

ରାୟଗଡ଼ାର ନୂଆପଡ଼ାରେ ସହାୟକ ଶିକ୍ଷକ ଶିଶିର କୁମାର ସେମିଳିଙ୍କ ଘରେ ଭିଜଲାନ୍ସ ରେଡ୍ । ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ , କୋଟିଏରୁ ଉର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ଠାବ ।

ରାୟଗଡ଼ାର ନୂଆପଡ଼ାରେ ସହାୟକ ଶିକ୍ଷକ ଶିଶିର କୁମାର ସେମିଳିଙ୍କ ଘରେ ଭିଜଲାନ୍ସ ରେଡ୍ । ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ , କୋଟିଏରୁ ଉର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି

Read more

କେନ୍ଦୁଝର ଜିଲ୍ଲା ପରିଷଦ ୮ନଂ ଜୋନ୍‌ର ବିଜେଡି ପ୍ରାର୍ଥୀ ଅନାଦି ଚରଣ ସିଂହଙ୍କ ମୁଖ୍ୟ ଚିକିତ୍ସାଳୟରେ ପରଲୋକ । ଗତକାଲିଠାରୁ ଡାକ୍ତରଖାନାରେ ଚିକିତ୍ସାଧୀନ ଥିଲେ | ସ୍ଥାନୀୟ ଅଧିକାରୀଙ୍କ ରିପୋର୍ଟ ମିଳିବା ପରେ ନିର୍ବାଚନ ନିଷ୍ପତ୍ତି ନେବେ କମିସନ | ନିର୍ବାଚନ ପୂର୍ବରୁ କେବଳ ବିଜେଡିକୁ ମିଳିପାରେ ପୁନଃ ନାମାଙ୍କନ ସୁଯୋଗ |

କେନ୍ଦୁଝର ଜିଲ୍ଲା ପରିଷଦ ୮ନଂ ଜୋନ୍‌ର ବିଜେଡି ପ୍ରାର୍ଥୀ ଅନାଦି ଚରଣ ସିଂହଙ୍କ ମୁଖ୍ୟ ଚିକିତ୍ସାଳୟରେ ପରଲୋକ । ଗତକାଲିଠାରୁ ଡାକ୍ତରଖାନାରେ ଚିକିତ୍ସାଧୀନ ଥିଲେ | ସ୍ଥାନୀୟ

Read more

ରାଜଧାନୀର କପିଳେଶ୍ବର ଅଞ୍ଚଳରେ ଦୁଇଟି ମାମଲାରେ ଅଭିଯୁକ୍ତ ଥିବା ମୋଷ୍ଟ ଓ୍ୱାଣ୍ଟେଡ ବିଶ୍ବଜିତ ମାଲିଆକୁ ଗିରଫ କଲା ପୋଲିସ |ଦାଦାବଟି ମାମଲାରେ ଆଜି ତାକୁ କୋର୍ଟ ଚାଲାଣ କରାଯିବ

ରାଜଧାନୀର କପିଳେଶ୍ବର ଅଞ୍ଚଳରେ ଦୁଇଟି ମାମଲାରେ ଅଭିଯୁକ୍ତ ଥିବା ମୋଷ୍ଟ ଓ୍ୱାଣ୍ଟେଡ ବିଶ୍ବଜିତ ମାଲିଆକୁ ଗିରଫ କଲା ପୋଲିସ |ଦାଦାବଟି ମାମଲାରେ ଆଜି ତାକୁ କୋର୍ଟ ଚାଲାଣ

Read more

ଉମରକୋଟ ବ୍ଲକ ବୁର୍ଜା ଗାଁରେ ଜମି ବିବାଦରୁ ହତ୍ୟାକାଣ୍ଡ ; ପୁତୁରାର ଟାଙ୍ଗିଆ ଚୋଟରେ ବଡ଼ ବାପା ଖାଡ଼ି ଗଣ୍ଡ ମୃତ |

ନବରଙ୍ଗପୁର : ପୁଅ ରବୀନ୍ଦ୍ର ସଙ୍କଟାପନ୍ନ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି | ସାଇଣ୍ଟିଫିକ୍‌ ଟିମ୍‌ ସହାୟତାରେ ଉମରକୋଟ ପୋଲିସର ତଦନ୍ତ ଜାରି

Read more

କୋଭିଡ୍ କଟକଣାକୁ ଦୃଷ୍ଟିରେ ରଖି ଏ ବର୍ଷ ଭୁବନେଶ୍ବରର ଖଣ୍ଡଗିରି ମାଘ ମେଳା ବନ୍ଦ ନେଇ ବିଏମ୍‌ସି କମିଶନରଙ୍କ ସୂଚନା | ଜନ ସମାଗମ ଉପରେ ରୋକ୍, ବନ୍ଦ ହୋଇପାରେ ଖଣ୍ଡଗିରି ଯାତ୍ରା |

କୋଭିଡ୍ କଟକଣାକୁ ଦୃଷ୍ଟିରେ ରଖି ଏ ବର୍ଷ ଭୁବନେଶ୍ବରର ଖଣ୍ଡଗିରି ମାଘ ମେଳା ବନ୍ଦ ନେଇ ବିଏମ୍‌ସି କମିଶନରଙ୍କ ସୂଚନା | ଜନ ସମାଗମ ଉପରେ ରୋକ୍,

Read more

ମହାରାଷ୍ଟ୍ରର ନନ୍ଦୁରବାର ଠାରେ ପୁରୀ ଆସୁଥିବା ଗାନ୍ଧିଧାମ ସୁପରଫାଷ୍ଟ ଏକ୍ସପ୍ରେସରେ ଅଗ୍ନିକାଣ୍ଡ

ନନ୍ଦୁରବାର : ମହାରାଷ୍ଟ୍ରର ନନ୍ଦୁରବାର ଠାରେ ଗାନ୍ଧିଧାମ-ପୁରୀ ସାପ୍ତାହିକ ସୁପରଫାଷ୍ଟ ଏକ୍ସପ୍ରେସରେ ଅଗ୍ନିକାଣ୍ଡ ଘଟିଛି। ଏକ୍ସପ୍ରେସର ପ୍ୟାଣ୍ଟ୍ରୀ କାରରେ ନିଆଁ ଲାଗି ଯିବାରୁ ବ୍ୟାପକ କ୍ଷୟକ୍ଷତି ଘଟିଛି।

Read more

କୁଖ୍ୟାତ ସାଇବର ଲୁଟେରା ଜମତରା ଗ୍ୟାଙ୍ଗର ୩ ସଦସ୍ୟଙ୍କୁ ଝାଡ଼ଖଣ୍ଡରୁ ଗିରଫ କଲା କ୍ରାଇମବ୍ରାଞ୍ଚ । ରାଜ୍ୟରେ KYC ଅପଡେଟ ନାଁରେ ଗ୍ରାହକଙ୍କ ତଥ୍ୟ ନେଇ କରୁଥିଲେ ସାଇବର ଲୁଟ୍‌ ।

କୁଖ୍ୟାତ ସାଇବର ଲୁଟେରା ଜମତରା ଗ୍ୟାଙ୍ଗର ୩ ସଦସ୍ୟଙ୍କୁ ଝାଡ଼ଖଣ୍ଡରୁ ଗିରଫ କଲା କ୍ରାଇମବ୍ରାଞ୍ଚ । ରାଜ୍ୟରେ KYC ଅପଡେଟ ନାଁରେ ଗ୍ରାହକଙ୍କ ତଥ୍ୟ ନେଇ କରୁଥିଲେ

Read more

ଲୋକସଭା ଅଧିବେଶନର ପ୍ରଥମ ୨ ଦିନରେ ରହିବନି ଶୂନ୍ୟକାଳ | ୩୧ରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଓ ୧ରେ ବଜେଟ ଉପସ୍ଥାପନ ଥିବାରୁ ନିଷ୍ପତ୍ତି | ଫେବ୍ରୁଆରି ୨ରୁ ଶୂନ୍ୟକାଳରେ ଉଠିବ ଜନସ୍ବାର୍ଥ ସମ୍ବଳିତ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ |

ଲୋକସଭା ଅଧିବେଶନର ପ୍ରଥମ ୨ ଦିନରେ ରହିବନି ଶୂନ୍ୟକାଳ | ୩୧ରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଓ ୧ରେ ବଜେଟ ଉପସ୍ଥାପନ ଥିବାରୁ ନିଷ୍ପତ୍ତି | ଫେବ୍ରୁଆରି ୨ରୁ

Read more