ପୁରୀ ବ୍ରହ୍ମଗିରିରେ ସଂଜୟ ଦାସବର୍ମାଙ୍କ PA ଚିତ୍ତରଞ୍ଜନଙ୍କୁ ହତ୍ୟା ଘଟଣା, ସଂଜୟଙ୍କ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀଙ୍କ ସମେତ ୫ ଅଟକ | ଗତକାଲି ଅଜ୍ଞାତ ସ୍ଥାନରେ ୫ ଜଣଙ୍କୁ ଜେରା କରିଥିଲେ IG ଓ SP, ମୁଖ୍ୟ ଅଭିଯୁକ୍ତ ଶାସନ ଦାମୋଦରପୁରର ଜଗନ୍ନାଥ ଷଡ଼ଙ୍ଗୀ ଅଟକ | ସଂଜୟଙ୍କ ଦାସବର୍ମାଙ୍କ PSO ଗୋପାଳପୁରର ସର୍ବେଶ୍ବର ଜେନା ଅଟକ, ବାସୁଦେବପୁରର ସୂର୍ଯ୍ୟ ମିଶ୍ର ଓ ବ୍ରାହ୍ମଣିଆର ଉମାକାନ୍ତ ପାଇକରାୟ ବି ଅଟକ |

ପୁରୀ ବ୍ରହ୍ମଗିରିରେ ସଂଜୟ ଦାସବର୍ମାଙ୍କ PA ଚିତ୍ତରଞ୍ଜନଙ୍କୁ ହତ୍ୟା ଘଟଣା, ସଂଜୟଙ୍କ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀଙ୍କ ସମେତ ୫ ଅଟକ | ଗତକାଲି ଅଜ୍ଞାତ ସ୍ଥାନରେ ୫

Read more

ପୁରୀ ବ୍ରହ୍ମଗିରିରେ ସଞ୍ଜୟ ଦାସବର୍ମାଙ୍କ ବ୍ୟକ୍ତିଗତ ସଚିବଙ୍କ ମୃତ୍ୟୁ ଘଟଣା | ଘଟଣାର କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ନିର୍ଦେଶ ଦେଲେ ଡିଜିପି ଅଭୟ | ଡିଜିପିଙ୍କ ନିର୍ଦେଶ ପରେ ତଦନ୍ତ ପାଇଁ ସ୍ବତନ୍ତ୍ର ଟିମ୍‌ ଗଠନ କଲା କ୍ରାଇମବ୍ରାଞ୍ଚ | ଜଣେ ASPଙ୍କ ନେତୃତ୍ବରେ ଆଜି ବ୍ରହ୍ମଗିରିରେ ତଦନ୍ତ ଆରମ୍ଭ କରିବ | ଟିମ୍‌ବ୍ୟକ୍ତିଗତ ସଚିବ ଚିତ୍ତରଞ୍ଜନ ପଲାଇଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଥିଲା | ଗତକାଲି କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ଦାବି କରିଥିଲେ ଚିତ୍ତରଞ୍ଜନଙ୍କ ପରିବାର |

ପୁରୀ ବ୍ରହ୍ମଗିରିରେ ସଞ୍ଜୟ ଦାସବର୍ମାଙ୍କ ବ୍ୟକ୍ତିଗତ ସଚିବଙ୍କ ମୃତ୍ୟୁ ଘଟଣା | ଘଟଣାର କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ନିର୍ଦେଶ ଦେଲେ ଡିଜିପି ଅଭୟ | ଡିଜିପିଙ୍କ ନିର୍ଦେଶ ପରେ

Read more

ଆଜି ରାଜ୍ୟର ୭ଟି ସ୍ଥାନରେ ଆରମ୍ଭ ହେବ ଇକୋ ରିଟ୍ରିଟ | ଭିସି ଜରିଆରେ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୭ ସ୍ଥାନ- କୋଣାର୍କ, ଭିତରକନିକା, ସାତକୋଶିଆ, ହୀରାକୁଦ ଦାରିଙ୍ଗବାଡ଼ି, ପାତି ସୋନପୁର ଓ କୋରାପୁଟରେ ବି ହେବ ଇକୋ ରିଟ୍ରିଟ |

ଆଜି ରାଜ୍ୟର ୭ଟି ସ୍ଥାନରେ ଆରମ୍ଭ ହେବ ଇକୋ ରିଟ୍ରିଟ | ଭିସି ଜରିଆରେ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୭ ସ୍ଥାନ- କୋଣାର୍କ, ଭିତରକନିକା,

Read more

ଭୁବନେଶ୍ବରରେ ପହଞ୍ଚିଲେ ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର | ୩ ଦିନିଆ ଗସ୍ତ ଅବସରରେ, ଭୁବନେଶ୍ବରରେ କରିବେ ଉଚ୍ଚସ୍ତରୀୟ ବୈଠକ ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନା କାର୍ଯ୍ୟକ୍ରମ, ନୀତି ଆୟୋଗକୁ ଅନେକ ଗୁରୁତ୍ବପୂର୍ଣ୍ଣ ଦାବି ଜଣାଇବେ ରାଜ୍ୟ ସରକାର ।

ଭୁବନେଶ୍ବରରେ ପହଞ୍ଚିଲେ ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର ୩ ଦିନିଆ ଗସ୍ତ ଅବସରରେ, ଭୁବନେଶ୍ବରରେ କରିବେ ଉଚ୍ଚସ୍ତରୀୟ ବୈଠକ ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବଙ୍କ ସହ

Read more

ଖୋର୍ଦ୍ଧା ଓ କେନ୍ଦୁଝରରେ ଆଉ ଜଣେ ଲେଖାଏଁ କୋଭିଡ ରୋଗୀ ମୃତ, ରାଜ୍ୟରେ କୋଭିଡ ମୃତ୍ୟୁସଂଖ୍ୟା ୮୪୩୯କୁ ବୃଦ୍ଧି |ରାଜ୍ୟରେ ଦିନକରେ ଆଉ ୨୧୮ କୋରୋନା ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରୁ ୧୧୭ ସଂଗରୋଧରୁ ୧୨୭ ଓ ସ୍ଥାନୀୟ ଅଞ୍ଚଳରୁ ୯୧ ରୋଗୀ ଚିହ୍ନଟ, ୧୯୨୫ ଜଣ କୋଭିଡ ରୋଗୀ ଏବେ ବି ଚିକିତ୍ସାଧୀନ |

ଖୋର୍ଦ୍ଧା ଓ କେନ୍ଦୁଝରରେ ଆଉ ଜଣେ ଲେଖାଏଁ କୋଭିଡ ରୋଗୀ ମୃତ, ରାଜ୍ୟରେ କୋଭିଡ ମୃତ୍ୟୁସଂଖ୍ୟା ୮୪୩୯କୁ ବୃଦ୍ଧି |ରାଜ୍ୟରେ ଦିନକରେ ଆଉ ୨୧୮ କୋରୋନା ଆକ୍ରାନ୍ତ

Read more

ଭଦ୍ରକ ବାସୁଦେବପୁର ରାସ୍ତାର ସାବରଙ୍ଗ ହାଇସ୍କୁଲ ନିକଟରେ ଦୁର୍ଘଟଣା | ଅଜଣା ଟ୍ରକ ଧକ୍କାରେ ୩ ବାଇକ ଆରୋହୀ ମୃତ, ମୃତକ ୩ ଜଣ ଧାମରା ବନ୍ଦର ଅଞ୍ଚଳରେ କାମ ସାରି ଘରକୁ ଫେରୁଥିଲେ ବାସୁଦେବପୁର ଏଡ଼ତାଳର ଦୈତାରି ବେହେରା ଓ ପ୍ରକାଶ ଦଳାଇ, ଚଣ୍ଡୀଗାଁ ଅଞ୍ଚଳର ଦୁଃଶାସନ ମହାପାତ୍ର ମୃତ |

ଭଦ୍ରକ-ବାସୁଦେବପୁର ରାସ୍ତାର ସାବରଙ୍ଗ ହାଇସ୍କୁଲ ନିକଟରେ ଦୁର୍ଘଟଣା | ଅଜଣା ଟ୍ରକ ଧକ୍କାରେ ୩ ବାଇକ ଆରୋହୀ ମୃତ, ମୃତକ ୩ ଜଣ ଧାମରା ବନ୍ଦର ଅଞ୍ଚଳରେ

Read more

ବେଙ୍ଗଳୁରୁରେ ନକଲି RT-PCR ରିପୋର୍ଟ ଦେବା ମାମଲା ୪ ଅଭିଯୁକ୍ତ ଗିରଫ |ଦକ୍ଷିଣ ଆଫ୍ରିକା ଫେରନ୍ତାଙ୍କୁ ଦେଇଥିଲେ ନକଲି ନେଗେଟିଭ୍‌ RT-PCR ରିପୋର୍ଟ, ନକଲି କୋଭିଡ ରିପୋର୍ଟ ଦେଖାଇ ଭାରତରୁ ଖସି ଯାଇଥିଲେ ଓମିକ୍ରନ ଆକ୍ରାନ୍ତ । ମାମଲାର ତଦନ୍ତ ନିର୍ଦେଶ ଦେଇଥିଲେ କର୍ଣ୍ଣାଟକ ସ୍ବାସ୍ଥ୍ୟମନ୍ତ୍ରୀ ।

ବେଙ୍ଗଳୁରୁରେ ନକଲି RT-PCR ରିପୋର୍ଟ ଦେବା ମାମଲା ୪ ଅଭିଯୁକ୍ତ ଗିରଫ |ଦକ୍ଷିଣ ଆଫ୍ରିକା ଫେରନ୍ତାଙ୍କୁ ଦେଇଥିଲେ ନକଲି ନେଗେଟିଭ୍‌ RT-PCR ରିପୋର୍ଟ, ନକଲି କୋଭିଡ ରିପୋର୍ଟ

Read more

ଦିଲ୍ଲୀରେ ଆଉ ୪ ଜଣ ଓମିକ୍ରନ ସଂକ୍ରମିତ ଚିହ୍ନଟ, ଦିଲ୍ଲୀରେ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ୬କୁ ବୃଦ୍ଧି । ଦେଶର ମୋଟ ୮ ରାଜ୍ୟରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୪୫କୁ ବୃଦ୍ଧି ଏଯାଏ ମହାରାଷ୍ଟ୍ରରେ ସର୍ବାଧିକ ୨୦, ରାଜସ୍ଥାନରେ ୯ ଚିହ୍ନଟ ।

ଦିଲ୍ଲୀରେ ଆଉ ୪ ଜଣ ଓମିକ୍ରନ ସଂକ୍ରମିତ ଚିହ୍ନଟ, ଦିଲ୍ଲୀରେ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ୬କୁ ବୃଦ୍ଧି । ଦେଶର ମୋଟ ୮ ରାଜ୍ୟରେ ଓମିକ୍ରନ ଆକ୍ରାନ୍ତଙ୍କ

Read more

ନୟାଗଡ଼ବାସୀଙ୍କୁ ୯୯୫ କୋଟି ଟଙ୍କାର ପ୍ରକଳ୍ପ ଭେଟିଦେଲେ ନବୀନ | ଭିସି ଜରିଆରେ ୧୦୮ଟି ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ । ୮୫.୩୫ କୋଟି ଟଙ୍କାର ୧୫୧ଟି ପ୍ରକଳ୍ପର ଉଦ୍‌ଘାଟନ ବି କଲେ । କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍‌ବୋଧନ ପ୍ରକଳ୍ପରୁ ଉପକୃତ ହେବେ ୮ ଲକ୍ଷରୁ ଅଧିକ ଲୋକ ।

ନୟାଗଡ଼ବାସୀଙ୍କୁ ୯୯୫ କୋଟି ଟଙ୍କାର ପ୍ରକଳ୍ପ ଭେଟିଦେଲେ ନବୀନ | ଭିସି ଜରିଆରେ ୧୦୮ଟି ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ । ୮୫.୩୫ କୋଟି ଟଙ୍କାର ୧୫୧ଟି

Read more

କେନ୍ଦୁଝର ପାଟଣା ରେଞ୍ଜ ସାହାରପଡ଼ା ଅଞ୍ଚଳରେ ହାତୀ ଉପଦ୍ରବ | ୨ଟି ଗାଁର ୪ଟି ଘର ଭାଙ୍ଗିଲେ ୨୬ ଟିକିଆ ହାତୀପଲ, କୁମୁଳାବାହାଳି ଗାଁରେ ୩ଟି ଓ ବନବୀର ଗାଁରେ ଗୋଟିଏ ଘର ଭାଙ୍ଗିଲେ । ହାତୀପଲ ଏବେ ପଇତାମଜା ଗାଁ ଜଙ୍ଗଲରେ ଥିବା ସୂଚନା ।

କେନ୍ଦୁଝର ପାଟଣା ରେଞ୍ଜ ସାହାରପଡ଼ା ଅଞ୍ଚଳରେ ହାତୀ ଉପଦ୍ରବ | ୨ଟି ଗାଁର ୪ଟି ଘର ଭାଙ୍ଗିଲେ ୨୬ ଟିକିଆ ହାତୀପଲ, କୁମୁଳାବାହାଳି ଗାଁରେ ୩ଟି ଓ

Read more