କେନ୍ଦୁଝର ପାଟଣା ରେଞ୍ଜରେ ୨୬ ଟିକିଆ ହାତୀପଲଙ୍କ ଉପଦ୍ରବ, ନଷ୍ଟ କଲେ ବ୍ୟାପକ ଧାନ ଫସଲ ଓ ପନି ପରିବା ଚାଷ । ରାଜନଗର ଗାଁର ପୁରାତନ ରଘୁନାଥ ଜୀଉ ମଠ ଭାଙ୍ଗିଦେଲେ ହାତୀ ପଲ, ଲୋକେ ଆତଙ୍କିତ । ହାତୀପଲଙ୍କୁ ଘଉଡ଼ାଇବାକୁ ବନ ବିଭାଗର ଉଦ୍ୟମ ଜାରି ।

କେନ୍ଦୁଝର ପାଟଣା ରେଞ୍ଜରେ ୨୬ ଟିକିଆ ହାତୀପଲଙ୍କ ଉପଦ୍ରବ, ନଷ୍ଟ କଲେ ବ୍ୟାପକ ଧାନ ଫସଲ ଓ ପନି ପରିବା ଚାଷ । ରାଜନଗର ଗାଁର ପୁରାତନ

Read more

ସଞ୍ଜୟ ଦାସବର୍ମାଙ୍କ ପିଏ ଚିତ୍ତରଞ୍ଜନ ମୃତ୍ୟୁ ଘଟଣା, କ୍ରାଇମବ୍ରାଞ୍ଚର ତଦନ୍ତ ଜାରି, ଆଜି ଆସିବ ଶବ ବ୍ୟବଛେଦ ରିପୋର୍ଟ । ଭିସେରା ଓ ବ୍ଲଡ ସାମ୍ପୁଲ ଟେଷ୍ଟ ରିପୋର୍ଟ ଆସିବ । ତଦନ୍ତକୁ ନେଇ ଗଠିତ ହୋଇଥିବା ଏସଆଇଟି ଯାଞ୍ଚ ପାଇଁ ପଠାଇଥିଲା ୩୩ଟି ଆଇଟମ । ଚିତ୍ତଙ୍କଠାରୁ କିଏ କେତେ ଟଙ୍କା ନେଇଥିଲେ ଖୋଳତାଡ଼ ଚାଲିଛି |

ସଞ୍ଜୟ ଦାସବର୍ମାଙ୍କ ପିଏ ଚିତ୍ତରଞ୍ଜନ ମୃତ୍ୟୁ ଘଟଣା, କ୍ରାଇମବ୍ରାଞ୍ଚର ତଦନ୍ତ ଜାରି, ଆଜି ଆସିବ ଶବ ବ୍ୟବଛେଦ ରିପୋର୍ଟ । ଭିସେରା ଓ ବ୍ଲଡ ସାମ୍ପୁଲ ଟେଷ୍ଟ

Read more

ୟୁପିର ବାରାଣସୀରେ ସର୍ବଭାରତୀୟ ମେୟର ସମ୍ମିଳନୀ ଉଦ୍‌ଘାଟିତ | ଯୋଗଦେଲେ ଦେଶର ବିଭିନ୍ନ ରାଜ୍ୟର ମେୟର, ଉଦ୍‌ଘାଟନ ଅବସରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉଦ୍‌ବୋଧନ | ୱାର୍ଡ ସ୍ତରରେ ସୌନ୍ଦର୍ଯ୍ୟ ପ୍ରତିଯୋଗିତା କରିବାକୁ ମେୟରମାନଙ୍କୁ ପରାମର୍ଶ ସହରାଞ୍ଚଳରେ ନଦୀ ସୁରକ୍ଷା ଓ ସ୍ବଚ୍ଛତାକୁ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ବ |

ୟୁପିର ବାରାଣସୀରେ ସର୍ବଭାରତୀୟ ମେୟର ସମ୍ମିଳନୀ ଉଦ୍‌ଘାଟିତ | ଯୋଗଦେଲେ ଦେଶର ବିଭିନ୍ନ ରାଜ୍ୟର ମେୟର, ଉଦ୍‌ଘାଟନ ଅବସରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉଦ୍‌ବୋଧନ | ୱାର୍ଡ ସ୍ତରରେ

Read more

ଭୁବନେଶ୍ବର ଝାରପଡ଼ା ଜେଲରେ ଆଜି ବି ମାଓନେତା ଦୁବାସୀକୁ ଜେରା କରିବ NIA ଟିମ । ଆଜି ଦୁବାସୀର ଓଡ଼ିଶା ଲିଙ୍କ ଓ ଅପରାଧ ଯୋଜନା ନେଇ ହେବ ଜେରା । ଓଡ଼ିଶା, ଆନ୍ଧ୍ର ଓ ତେଲଙ୍ଗାନାରେ ୭୬ଟି ହିଂସାକାଣ୍ଡରେ ଦୁବାସୀ ସଂପୃକ୍ତ ।

ଭୁବନେଶ୍ବର ଝାରପଡ଼ା ଜେଲରେ ଆଜି ବି ମାଓନେତା ଦୁବାସୀକୁ ଜେରା କରିବ NIA ଟିମ । ଆଜି ଦୁବାସୀର ଓଡ଼ିଶା ଲିଙ୍କ ଓ ଅପରାଧ ଯୋଜନା ନେଇ

Read more

ରାଜ୍ୟର ୨୨ଟି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରୀ ତଳେ, ସର୍ବନିମ୍ନ ୭ ଡିଗ୍ରୀ ଶୀତରେ ଥରୁଛି କନ୍ଧମାଳର ଦାରିଙ୍ଗବାଡ଼ି । ଫୁଲବାଣୀରେ ୯ , କେନ୍ଦୁଝରରେ ୧୦.୪, ଝାରସୁଗୁଡ଼ା ଓ କୋରାପୁଟରେ ୧୦.୬ ଡିଗ୍ରୀ, ଟିଟିଲାଗଡ଼ ୧୦.୮, ଭବାନୀପାଟଣା ୧୧, ସୁନ୍ଦରଗଡ଼ ୧୧.୫ ଡିଗ୍ରୀ ସେଲ୍‌ସିଅସ ।

ରାଜ୍ୟର ୨୨ଟି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରୀ ତଳେ; ସର୍ବନିମ୍ନ ୭ ଡିଗ୍ରୀ ଶୀତରେ ଥରୁଛି କନ୍ଧମାଳର ଦାରିଙ୍ଗବାଡ଼ି । ଫୁଲବାଣୀରେ ୯ , କେନ୍ଦୁଝରରେ

Read more

ଭୁବନେଶ୍ବରର ଝାରପଡ଼ା ଜେଲରେ NIAର ୩ ଜଣିଆ ଟିମ୍‌| ଦୁର୍ଦ୍ଦାନ୍ତ ମାଓନେତା ଦୁବାସି ଶଙ୍କରକୁ ୨୦୧୨ ଚିତ୍ରକୋଣ୍ଡା ବିସ୍ଫୋରଣ ମାମଲାରେ ଜେରା କରିବ । ସେପ୍ଟେମ୍ବର ୯ରେ କୋରାପୁଟ ବୈପାରୀଗୁଡ଼ାରୁ ଦୁବାସି ଗିରଫ ହୋଇଥିଲା । ଦୁବାସି ଶଙ୍କର ମୁଣ୍ଡରେ ଥିଲା ୨୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ।

ଭୁବନେଶ୍ବରର ଝାରପଡ଼ା ଜେଲରେ NIAର ୩ ଜଣିଆ ଟିମ୍‌| ଦୁର୍ଦ୍ଦାନ୍ତ ମାଓନେତା ଦୁବାସି ଶଙ୍କରକୁ ୨୦୧୨ ଚିତ୍ରକୋଣ୍ଡା ବିସ୍ଫୋରଣ ମାମଲାରେ ଜେରା କରିବ । ସେପ୍ଟେମ୍ବର ୯ରେ

Read more

ସଂଜୟ ଦାସବର୍ମାଙ୍କ PA ଚିତ୍ତରଂଜନ ପଲାଇ ହତ୍ୟା ମାମଲାର ତଦନ୍ତ ପାଇଁ ପୁରୀର ବଡ଼ମୃଗଶିରାରେ ପହଞ୍ଚିଲା ୪ ଜଣିଆ କ୍ରାଇମବ୍ରାଞ୍ଚ ଟିମ୍‌ । ଆଜି ମୃତଦେହ ଉଦ୍ଧାର ସ୍ଥଳରେ ତଦନ୍ତ ଆରମ୍ଭ କରିଛି ଟିମ୍‌ । କ୍ରାଇମବ୍ରାଞ୍ଚ ସହ ପୁରୀ SIT ଟିମ୍‌ ମଧ୍ୟ ତଦନ୍ତରେ ସାମିଲ ।

ସଂଜୟ ଦାସବର୍ମାଙ୍କ PA ଚିତ୍ତରଂଜନ ପଲାଇ ହତ୍ୟା ମାମଲାର ତଦନ୍ତ ପାଇଁ ପୁରୀର ବଡ଼ମୃଗଶିରାରେ ପହଞ୍ଚିଲା ୪ ଜଣିଆ କ୍ରାଇମବ୍ରାଞ୍ଚ ଟିମ୍‌ । ଆଜି ମୃତଦେହ ଉଦ୍ଧାର

Read more

କୋରୋନା ପ୍ରଭାବିତ ୨୨୪ ଦେଶ ମଧ୍ୟରୁ ଆମେରିକାରେ ସର୍ବାଧିକ ୮ ଲକ୍ଷ ୨୩ ହଜାର ୩୮୬ ଜଣଙ୍କ ମୃତ୍ୟୁ । ବିଶ୍ୱରେ କୋଭିଡ ସଂକ୍ରମଣରେ ଦ୍ୱିତୀୟ ସ୍ଥାନରେ ଭାରତ, ବ୍ରାଜିଲ ତୃତୀୟ ।

କୋରୋନା ପ୍ରଭାବିତ ୨୨୪ ଦେଶ ମଧ୍ୟରୁ ଆମେରିକାରେ ସର୍ବାଧିକ ୮ ଲକ୍ଷ ୨୩ ହଜାର ୩୮୬ ଜଣଙ୍କ ମୃତ୍ୟୁ । ବିଶ୍ୱରେ କୋଭିଡ ସଂକ୍ରମଣରେ ଦ୍ୱିତୀୟ ସ୍ଥାନରେ

Read more

ପଶ୍ଚିମବଙ୍ଗରେ ପଶିଲା ଓମିକ୍ରନ, ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗରେ ଜଣେ ୭ ବର୍ଷର ବାଳକଠାରେ ଓମିକ୍ରନ ଭୂତାଣୁ ଚିହ୍ନଟ | ଦେଶରେ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ୬୫କୁ ବୃଦ୍ଧି |

ପଶ୍ଚିମବଙ୍ଗରେ ପଶିଲା ଓମିକ୍ରନ, ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗରେ ଜଣେ ୭ ବର୍ଷର ବାଳକଠାରେ ଓମିକ୍ରନ ଭୂତାଣୁ ଚିହ୍ନଟ | ଦେଶରେ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ୬୫କୁ ବୃଦ୍ଧି

Read more

ସୁନୀଲ କୁମାର ବଂଶଲ ହେଲେ ରାଜ୍ୟର ପୋଲିସ ମହାନିର୍ଦେଶକ| ୧୯୮୭ ବ୍ୟାଚ୍‌ର IPS ଅଫିସର ସୁନୀଲ ବଂଶଲ, ଏବେ ଗୁଇନ୍ଦା ବିଭାଗ ସ୍ବତନ୍ତ୍ର ନିର୍ଦେଶକ ଅଛନ୍ତି ସୁନୀଲ । ୧୬ ବର୍ଷ ଧରି କେନ୍ଦ୍ରୀୟ ଡେପୁଟେସନରେ ଅଛନ୍ତି ସୁନୀଲ ବଂଶଲ । ୨୦୨୨ ଜୁନ୍‌ ଯାଏ ଦାୟିତ୍ବ ତୁଲାଇବେ ନୂଆ ଡିଜିପି ସୁନୀଲ ।

ସୁନୀଲ କୁମାର ବଂଶଲ ହେଲେ ରାଜ୍ୟର ପୋଲିସ ମହାନିର୍ଦେଶକ| ୧୯୮୭ ବ୍ୟାଚ୍‌ର IPS ଅଫିସର ସୁନୀଲ ବଂଶଲ, ଏବେ ଗୁଇନ୍ଦା ବିଭାଗ ସ୍ବତନ୍ତ୍ର ନିର୍ଦେଶକ ଅଛନ୍ତି ସୁନୀଲ

Read more