ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଲୋଙ୍ଘର ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା ; ଛାତରେ ପାଣି ଦେବା ବେଳେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ମା’-ପୁଅ ମୃତ | ଉଭୟ ମା’ପୁଅଙ୍କୁ ବଞ୍ଚାଇବାକୁ ଯାଇ ଅଜା ଗୁରୁତର, ମେଡିକାଲରେ ଭର୍ତ୍ତି |
ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଲୋଙ୍ଘର ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା ; ଛାତରେ ପାଣି ଦେବା ବେଳେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ମା’-ପୁଅ ମୃତ
Read more