Fast News ଆଜି ମମତା ବାନାର୍ଜୀ ନବନିର୍ବାଚିତ ବିଧାୟିକା ଭାବେ ଶପଥ ନେଉଛନ୍ତି, ଦିନକ ପୂର୍ବରୁ ସେ କୋଲକାତାରେ ମଞ୍ଚ ଉପରେ ମା’ ଦୁର୍ଗାଙ୍କ ଭଜନ ଗାଇଥିଲେ October 7, 2021October 7, 2021 S pani 0 Comments Read more
Fast News ଜାତୀୟ କାର୍ଯ୍ୟକାରିଣୀ କମିଟି ସଦସ୍ୟଙ୍କ ନାଁ ଘୋଷଣା କଲା ବିଜେପି; କମିଟିରେ ପ୍ରଧାନମନ୍ତ୍ରୀଙ୍କ ସମେତ ୮୦ ଜଣଙ୍କ ନାଁ, ଓଡ଼ିଶାରୁ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ ଓ ଜୁଏଲ ଓରାମ ଅଛନ୍ତି,ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଭାବେ ବୈଜୟନ୍ତ ପଣ୍ଡାଙ୍କୁ ପୁନର୍ବାର ନିଯୁକ୍ତି October 7, 2021October 7, 2021 S pani 0 Comments Read more
Fast News ବ୍ରହ୍ମପୁର ଦିଗପହଣ୍ଡି ଚଢ଼େୟାଗଡ଼ ପାହାଡ଼ରେ ଅପରାଧୀ ପୁଲିସ ମୁହାଁମୁହିଁ, ପୁଲିସ ଉପରକୁ ଗୁଳି ଓ ବୋମାମାଡ଼ ହୋଇଥିବା ସୂଚନା, ଦୁର୍ଦ୍ଦାନ୍ତ ଅପରାଧୀ କୁନା ବେହେରା ଓ ସହଯୋଗୀଙ୍କ ଆକ୍ରମଣ, କୌଣସି ପୁଲିସ କର୍ମଚାରୀ ଆହତ ହୋଇ ନଥିବା ସୂଚନା, ଘଟଣାସ୍ଥଳରୁ କୁନା ବେହେରା ଓ ସହଯୋଗୀମାନେ ଖସି ପଳାଇଥିବା ସୂଚନା October 7, 2021October 7, 2021 S pani 0 Comments Read more
Fast News ଇସ୍ତଫା ପ୍ରସଙ୍ଗରେ ମୁହଁ ଖୋଲିଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ; କହିଲେ- ପିସିସି ସଭାପତି ପଦ ବିଜେଡି ଭଳି ଚିରସ୍ଥାୟୀ ନୁହେଁ, ବହୁ ଦିନ ହେବ ସଭାପତି ରହିଲିଣି, ପରିବର୍ତ୍ତନ ହୋଇପାରେ, AICC ନିଷ୍ପତ୍ତି ନନେଲା ଯାଏଁ ମୁଁ ସଭାପତି ପଦରେ ରହି କାମ କରିବି October 7, 2021October 7, 2021 S pani 0 Comments Read more
Fast News ଫୋର୍ବସର ୧୦୦ ଭାରତୀୟ ଧନୀ ତାଲିକା ଜାରି, ଲଗାତର ୧୪ ବର୍ଷ ପାଇଁ ପ୍ରଥମ ସ୍ଥାନରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ଅଧ୍ୟକ୍ଷ ମୁକେଶ ଅମ୍ବାନି, ଦ୍ବିତୀୟ ସ୍ଥାନରେ ଗୌତମ ଅଦାନି, ତୃତୀୟ ସ୍ଥାନରେ ଶିବ ନଦାର, ଗୋଟିଏ ବର୍ଷରେ ଧନୀଙ୍କ ସଂପତ୍ତି ୫୦ ପ୍ରତିଶତ ବୃଦ୍ଧି ପାଇଛି October 7, 2021October 7, 2021 S pani 0 Comments Read more
Fast News ମୁଣ୍ଡୁଳି ବ୍ୟାରେଜରେ ହାତୀ ମୃତ୍ୟୁ ମାମଲାରେ ଆସିଲା ବ୍ୟବଚ୍ଛେଦ ରିପୋର୍ଟ, ପାଣିରେ ଥିବା ଯୋଗୁଁ ସକ୍ ହୋଇ ମୃତ୍ୟୁ ହୋଇଥିବା ରିପୋର୍ଟରେ ଉଲ୍ଲେଖ, ଶବ ବ୍ୟବଚ୍ଛେଦର 72 ଘଣ୍ଟା ପୂର୍ବରୁ ହୋଇଛି ହାତୀର ମୃତ୍ୟୁ October 7, 2021October 7, 2021 S pani 0 Comments Read more
Fast News ଅନୁଗୁଳ ଗଞ୍ଜଡ଼ା ଗାଁରେ ପୋଖରୀରେ ବୁଡ଼ି ୨ ନାବାଳିକା ମୃତ, ଗାଧୋଇବା ବେଳେ ବୁଡ଼ିଗଲେ ଶ୍ରୀମତୀ ପଧାନ ଓ ବର୍ଷା ସାହୁ October 7, 2021October 7, 2021 S pani 0 Comments Read more
Fast News ଉତ୍ତରପ୍ରଦେଶ ଲଖିମପୁରର ଖେରି ହିଂସାକାଣ୍ଡ, ଉତ୍ତରପ୍ରଦେଶ ସରକାରଙ୍କୁ ଷ୍ଟାଟସ ରିପୋର୍ଟ ମାଗିଲେ ସୁପ୍ରିମକୋର୍ଟ, ଅଭିଯୁକ୍ତ କିଏ, କାହା ବିରୋଧରେ ମାମଲା ହୋଇଛି ଜଣାଅ, କାହାକୁ ଗିରଫ କରାଯାଇଛି କି ନାହିଁ ଜାଣିବାକୁ ଚାହିଁଲେ କୋର୍ଟ, ଆସନ୍ତାକାଲି ମାମଲାର ପରବର୍ତ୍ତୀ ଶୁଣାଣି October 7, 2021October 7, 2021 S pani 0 Comments Read more
Fast News ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦିଙ୍କ ୨୦ ବର୍ଷ ପୂରଣ, ଶୁଭକାମନା ଜଣାଇବା ସହ ଚିଠି ଲେଖିଲେ BJP ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର, ହାଉଜଖାସ୍ ସ୍ଥିତ ଜଗନ୍ନାଥ ମନ୍ଦିରରୁ ଜଣାଇଲେ ଶୁଭକାମନା October 7, 2021October 7, 2021 S pani 0 Comments Read more
Fast News ଓଡ଼ିଶା ଗସ୍ତରେ କେନ୍ଦ୍ରୀୟ ଗୁଇନ୍ଦା ନିର୍ଦେଶକ ଅରବିନ୍ଦ କୁମାର, ଓଡ଼ିଶା ପୋଲିସ ସହ କେନ୍ଦ୍ରୀୟ ଗୁଇନ୍ଦା ବିଭାଗର ଗୁରୁତ୍ବପୂର୍ଣ୍ଣ ବୈଠକ, ରାଜ୍ୟରେ ମାଓ ସ୍ଥିତିର ସମୀକ୍ଷା କଲେ ଅରବିନ୍ଦ କୁମାର, ଗତକାଲି ମୁଖ୍ୟମନ୍ତ୍ରୀକୁ ଭେଟିଥିଲେ ଅରବିନ୍ଦ କୁମାର October 7, 2021October 7, 2021 S pani 0 Comments Read more