SCBରେ ରୋଗୀ ମୃତ୍ୟୁ ପରେ ଉତ୍ତେଜନା: ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତାରୋକ,ସହର ଉପକଣ୍ଠ ପୋଡାଅସ୍ତିଆରେ ରାସ୍ତାରୋକ ଯୋଗୁଁ ଗମନାଗମନ ଠପ୍, ଗତ ୩ରେ ପିଆରଏମ୍‌ ଚିକିତ୍ସାଧୀନ ରୋଗୀଙ୍କ ଉପରେ ଛାତ କଂକ୍ରିଟ ଖସିପଡ଼ିଥିଲା, ଗୁରୁତର ରୋଗୀଙ୍କ କାଲି SCBରେ ମୃତ୍ୟୁ ପରେ ଉତ୍ତେଜନା ଦେଖାଦେଇଛି

Read more

ଖୋର୍ଦ୍ଧା ଅଟ୍ରି ଗାଁ ପୋଖରୀରେ ଭାସୁଛି ନିଖୋଜ ଯୁବତୀଙ୍କ ମୃତଦେହ, ଯୁବତୀଙ୍କୁ ହତ୍ୟା କରି ଫିଙ୍ଗା ଯାଇଥିବା ପରିବାର ଲୋକଙ୍କ ଅଭିଯୋଗ, ଗତ ୮ରୁ ନିଖୋଜ ଥିଲେ ସେବତୀ ବାରିକ, ପୋଲିସର ତଦନ୍ତ ଜାରି

Read more

ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି

ଓଡ଼ିଶାରେ PM ସ୍ବାମୀତ୍ବ ଯୋଜନାର କାର୍ଯ୍ୟକୁ ତ୍ବରାନ୍ବିତ କରିବାକୁ CM ନବୀନ ପଟ୍ଟନାୟକଙ୍କୁ କଲେ ଅନୁରୋଧ, ଡ୍ରୋନ୍ ମାଧ୍ୟମରେ ଗାଁର ସବୁ ଲୋକଙ୍କ ଭୂସମ୍ପତ୍ତିର ମ୍ୟାପିଂ କରିବ

Read more

ବହୁ ଚର୍ଚ୍ଚିତ ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା : ବିଦ୍ୟାଭାରତୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କଲା କ୍ରାଇମବ୍ରାଞ୍ଚ

ଗଜପତି : ସବୁ ସନ୍ଦେହ ଏବଂ ଚର୍ଚ୍ଚା ଉପରେ ପୂର୍ଣ୍ଣଚ୍ଛେଦ ପକାଇଲା କ୍ରାଇମବ୍ରାଞ୍ଚ । ବହୁ ଚର୍ଚ୍ଚିତ ପାରଳଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଡିଏଫଓ

Read more

କୋରୋନା ସଂକ୍ରମଣ ନେଇ DMET ସିବିକେ ମହାନ୍ତିଙ୍କ ସୂଚନା, ‘ପାର୍ବଣକୁ ଦେଖି କଠୋର କଟକଣା ଆଗରୁ ଆକଳନ କାରାଯାଇଥିଲା’,‘ସେପ୍ଟେମ୍ବର ଓ ଅକ୍ଟୋବର ପାର୍ବଣ ଋତୁ, ଏହି ସମୟରେ ଭିଡ ଲାଗିରହେ’,‘ସାମାଜିକ ଦୂରତା ରୁହେନି, ମାସ୍କ ବ୍ୟବହାର କମ ଦେଖିବାକୁ ମିଳେ’, ‘ଫଳରେ କେନ୍ଦ୍ର ସରକାର ୩ ମାସ ଅଧିକ ସଚେତନତା ରହିବାକୁ କହିଛନ୍ତି’,‘କଟକଣାକୁ ପାର୍ବଣ ସମୟରେ ମାନିବାର ଆବଶ୍ୟକତା ରହିଛି’,‘ଏହାକୁ ଲୋକମାନେ ଢିଲା ଦେଲେ ବିପଦକୁ ବରଣ କରିବେ’,‘ସହଯୋଗ ନ କଲେ ସଂକ୍ରମଣ ବଢ଼ିବାର କାରଣ ଆମେ ନିଜେ ସାଜିବା’,ଲୋକ ସଚେତନ ହେଲେ ସଂକ୍ରମଣ ନିୟନ୍ତ୍ରଣରେ ରହିବ: DMET

Read more

ପୁରୀ ଜିଲ୍ଲାର ବ୍ରହ୍ମଗିରିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେରାଣ୍ଡିଆରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ସ୍ମାର୍ଟ କାର୍ଡ ବାଣ୍ଟିବେ ନବୀନ, ମୋଟ ୧୧ଟି ବ୍ଲକ୍‌ର ୩.୭୬ ଲକ୍ଷ ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କରିବେ, ହଜାରେ କୋଟି ଟଙ୍କାର ଶତାଧିକ ପ୍ରକଳ୍ପର ଶିଳାନ୍ୟାସ କରିବା କାର୍ଯ୍ୟକ୍ରମ, କେରାଣ୍ଡିଆରେ ଜନସଭାକୁ ସମ୍ବୋଧନ କରିବେ ମୁଖ୍ୟମନ୍ତ୍ରୀ

Read more

ବ୍ରହ୍ମୋସ କ୍ରୁଜ୍ ମିସାଇଲ୍‌ର ଅତ୍ୟାଧୁନିକ ଭର୍ସନ SLCMର ପରୀକ୍ଷଣ; ଚାନ୍ଦିପୁର ୩ ନମ୍ବର ଲଞ୍ଚପ୍ୟାଡ୍‌ରୁ ମଧ୍ୟାହ୍ନ ୨ଟା ୪୦ରେ ପରୀକ୍ଷଣ, ଏହାର ଲକ୍ଷ୍ୟଭେଦ କ୍ଷମତା ୨୯୦ କିମି; ଯୁଦ୍ଧାସ୍ତ୍ର ବହନ କ୍ଷମତା ୩୦୦ କିଗ୍ରା

Read more