ମମିତା ମେହେର ନିଖୋଜ ମାମଲାରେ ଫେରାର ଗୋବିନ୍ଦ ସାହୁକୁ ମୋଷ୍ଟ ୱାଣ୍ଟେଡ ଘୋଷଣା କଲା ବଲାଙ୍ଗିର ପୋଲିସ

କଳାହାଣ୍ଡି ସନସାଇନ୍ ସ୍କୁଲ ଅଧ୍ୟାପିକା ମମିତା ମେହେର ନିଖୋଜ ମାମଲାରେ ଫେରାର ଗୋବିନ୍ଦ ସାହୁକୁ ମୋଷ୍ଟ ୱାଣ୍ଟେଡ ଘୋଷଣା କଲା ବଲାଙ୍ଗିର ପୋଲିସ | ମୋଷ୍ଟ ୱାଣ୍ଟେଡ ଗୋବିନ୍ଦର ଫଟୋ ଜାରି କଲା ବଲାଙ୍ଗିର ପୋଲିସ, ଟିଟିଲାଗଡ଼ ପୋଲିସ ବ୍ୟାରେକ୍‌ରୁ ଛୁ ମାରିଥିଲା ଗୋବିନ୍ଦ ସାହୁ

Leave a Reply

Your email address will not be published. Required fields are marked *