ବିଶିଷ୍ଟ କାର୍ଟୁନ ଶିଳ୍ପୀ କିଶୋର ରଥଙ୍କ ପରଲୋକ । ୫୮ ବର୍ଷ ବୟସରେ ହୃଦ୍‌ଘାତରେ ପରଲୋକ ।

ବିଶିଷ୍ଟ କାର୍ଟୁନ ଶିଳ୍ପୀ କିଶୋର ରଥଙ୍କ ପରଲୋକ । ୫୮ ବର୍ଷ ବୟସରେ ହୃଦ୍‌ଘାତରେ କିଶୋରଙ୍କ ଦେହାନ୍ତ । ‘କଟାକ୍ଷ’ ଓ ‘ସ୍ପୋର୍ଟାକ୍ଷ’ ପାଇଁ ଘରେଘରେ ପରିଚିତ ଥିଲେ କିଶୋର

Leave a Reply

Your email address will not be published. Required fields are marked *