ଟେଲି ଅଭିନେତ୍ରୀ ରଶ୍ମିରେଖାଙ୍କ ମୃତ୍ୟୁକୁ ନେଇ ସସ୍‌ପେନ୍ସ : ପୁରୁଷ ବନ୍ଧୁ ସହ ଲିଭ୍‌-ଇନ୍‌ରେ ରହୁଥିଲେ

ଭୁବନେଶ୍ୱର : ଝିଅ ପ୍ରାୟ ଦେଢ଼ ମାସ ହେବ ନିଜ ପୁରୁଷ ବନ୍ଧୁ ସହ ଲିଭ୍‌-ଇନ୍‌ରେ ରହୁଥିଲା। ସ୍ୱାମୀସ୍ତ୍ରୀ ପରିଚୟ ଦେଇ ଉଭୟ ରାଜଧାନୀରେ ଭଡ଼ାଘରେ ରହୁଥିଲେ।

Read more

ଭୁବନେଶ୍ୱର: ବରମୁଣ୍ଡା ନୂଆ ବସଷ୍ଟାଣ୍ଡରେ ହଣାକଟା । ଦୁଇ ବସ୍ କର୍ମଚାରୀଙ୍କ ଭିତରେ ଗଣ୍ଡଗୋଳ । ଉତ୍ୟକ୍ତ କର୍ମଚାରୀଙ୍କ ଆକ୍ରମଣରେ ଆଉ ଜଣେ ଗୁରୁତର । ଘଟଣାସ୍ଥଳରେ ଭତରପୁର ଥାନା ପୁଲିସର ତଦନ୍ତ ଜାରି |

ଭୁବନେଶ୍ୱର: ବରମୁଣ୍ଡା ନୂଆ ବସଷ୍ଟାଣ୍ଡରେ ହଣାକଟା । ଦୁଇ ବସ୍ କର୍ମଚାରୀଙ୍କ ଭିତରେ ଗଣ୍ଡଗୋଳ । ଉତ୍ୟକ୍ତ କର୍ମଚାରୀଙ୍କ ଆକ୍ରମଣରେ ଆଉ ଜଣେ ଗୁରୁତର । ଘଟଣାସ୍ଥଳରେ

Read more

ଭୁବନେଶ୍ୱର: ପାରିବାରିକ କଳହରୁ ସ୍ତ୍ରୀ କୁ ହତ୍ୟା କଲା ସ୍ୱାମୀ । ୯ବର୍ଷ ଝିଅର ତଣ୍ଟି କାଟିଲା ବାପା । ଭୁବନେଶ୍ୱର ଘାଟିକିଆ ଅଞ୍ଚଳର ଘଟଣା । ଦୁଇ ଝିଅଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ଆଇସିୟୁରେ ଭର୍ତ୍ତି । ଅଭିଯୁକ୍ତ ସ୍ୱାମୀ ଫେରାର, ଭରତପୁର ପୁଲିସର ତଦନ୍ତ ଆରମ୍ଭ ।

ଭୁବନେଶ୍ୱର: ପାରିବାରିକ କଳହରୁ ସ୍ତ୍ରୀ କୁ ହତ୍ୟା କଲା ସ୍ୱାମୀ । ୯ବର୍ଷ ଝିଅର ତଣ୍ଟି କାଟିଲା ବାପା । ଭୁବନେଶ୍ୱର ଘାଟିକିଆ ଅଞ୍ଚଳର ଘଟଣା ।

Read more

ଭୁବନେଶ୍ବର ନୀଳାଦ୍ରୀବିହାରରେ ଡେଙ୍ଗୁରେ ଅବସରପ୍ରାପ୍ତ ପୋଲିସ ଅଧିକାରୀ ସୁଦର୍ଶନ ସେଠୀଙ୍କ ମୃତ୍ୟୁ | ଗତ ୩୧ ତାରିଖରେ ଚିକିତ୍ସା ପାଇଁ ସୁଦର୍ଶନ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ | ନୀଳାଦ୍ରୀବିହାରରେ ସ୍ଥିତି ଅନୁଧ୍ୟାନ କଲେ ମେୟର ସୁଲୋଚନା ଦାସ |

ଭୁବନେଶ୍ବର ନୀଳାଦ୍ରୀବିହାରରେ ବ୍ୟାପିଲା ଡେଙ୍ଗୁ । ଡେଙ୍ଗୁରେ ଅବସରପ୍ରାପ୍ତ ପୋଲିସ ଅଧିକାରୀ ସୁଦର୍ଶନ ସେଠୀଙ୍କ ମୃତ୍ୟୁ | ଗତ ୩୧ ତାରିଖରେ ଚିକିତ୍ସା ପାଇଁ ସୁଦର୍ଶନ ହସ୍ପିଟାଲରେ

Read more

ଶ୍ରୀଲଙ୍ଗରାଜ ମନ୍ଦିରରେ ଅଚଳାବସ୍ଥା ଦୂର କରିବାକୁ ଉପଜିଲ୍ଲାପାଳ ଡାକିଲେ ବୈଠକ ।ଲିଙ୍ଗରାଜଙ୍କ ଶୀତଳଷଷ୍ଠୀ ନେଇ ବୈଠକରେ ହେବ ଆଲୋଚନା । ବ୍ରାହ୍ମଣ ନିଯୋଗ ଓ ପୂଜାପଣ୍ଡା ନିଯୋଗ ସହିତ ମନ୍ଦିର ପ୍ରଶାସନ କରିବ ଆଲୋଚନା

ଶ୍ରୀଲଙ୍ଗରାଜ ମନ୍ଦିରରେ ଅଚଳାବସ୍ଥା ଦୂର କରିବାକୁ ଉପଜିଲ୍ଲାପାଳ ଡାକିଲେ ବୈଠକ ।ଲିଙ୍ଗରାଜଙ୍କ ଶୀତଳଷଷ୍ଠୀ ନେଇ ବୈଠକରେ ହେବ ଆଲୋଚନା । ବ୍ରାହ୍ମଣ ନିଯୋଗ ଓ ପୂଜାପଣ୍ଡା ନିଯୋଗ

Read more

ଭୁବନେଶ୍ୱର ଖାରବେଳନଗର ସ୍ଥିତ ଏକ ହୋଟେଲ୍ ଅନ୍‌ସପ୍‌କୁ ନୋଟିସ୍, ବିଳମ୍ବିତ ରାତି ପର୍ଯ୍ୟନ୍ତ ବାରରେ ନାଚଗୀତ ଚାଲିଥିବାରୁ ନୋଟିସ୍, ରାତି ୧ଟା ପର୍ଯ୍ୟନ୍ତ ନାଚଗୀତ ଚାଲିଥିବାରୁ ରେଡ୍ କରି ନୋଟିସ୍, ଅବକାରୀ ବିଭାଗ ପକ୍ଷରୁ ଜାରି ହେଲା କାରଣ ଦର୍ଶାଅ ନୋଟିସ୍

ଭୁବନେଶ୍ୱର ଖାରବେଳନଗର ସ୍ଥିତ ଏକ ହୋଟେଲ୍ ଅନ୍‌ସପ୍‌କୁ ନୋଟିସ୍, ବିଳମ୍ବିତ ରାତି ପର୍ଯ୍ୟନ୍ତ ବାରରେ ନାଚଗୀତ ଚାଲିଥିବାରୁ ନୋଟିସ୍, ରାତି ୧ଟା ପର୍ଯ୍ୟନ୍ତ ନାଚଗୀତ ଚାଲିଥିବାରୁ ରେଡ୍

Read more

କ୍ୟାପିଟାଲ ହସ୍ପିଟାଲର ନୂଆ ନିର୍ଦ୍ଦେଶିକା ହେଲେ ଡାକ୍ତର ନିବେଦିତା ପାଣି । କଟକ SCB ମେଡିକାଲ କଲେଜର ଆନେସଥେସିଓଲୋଜୀ ବିଭାଗର ପ୍ରଫେସର ନିବେଦିତା |

କ୍ୟାପିଟାଲ ହସ୍ପିଟାଲର ନୂଆ ନିର୍ଦ୍ଦେଶିକା ହେଲେ ଡାକ୍ତର ନିବେଦିତା ପାଣି । କଟକ SCB ମେଡିକାଲ କଲେଜର ଆନେସଥେସିଓଲୋଜୀ ବିଭାଗର ପ୍ରଫେସର ନିବେଦିତା |

Read more

ବିନା ସର୍ଜରୀରେ ଶରୀରର ସୌନ୍ଦର୍ଯ୍ୟତାକୁ ଫେରାଇଆଣୁଛି ଚାର୍ମ କ୍ଲିନିକ

ଭୁବନେଶ୍ୱର : କୁହାଯାଏ ଦୃଢ ଇଚ୍ଛା ଶକ୍ତି ଥିଲେ ମଣିଷ ସଫଳତାର ଶୀର୍ଷରେ ପହଞ୍ଚି ପାରେ। ଅଭାବ, ପରିବେଶ,ପରିସ୍ଥିତି ମଣିଷକୁ ଅଟକାଇ ପାରେନି ତାର ଲକ୍ଷ ସ୍ଥଳରେ

Read more

ଭୁବନେଶ୍ବରରୁ ପୁଣି କୋଟିଏରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ | ବରମୁଣ୍ଡା ବସ୍‌ଷ୍ଟାଣ୍ଡରୁ ୧କୋଟି ୨୩ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ | ବସ୍‌ରେ କୋଲକାତାରୁ ଭୁବନେଶ୍ବର ଆସୁଥିଲା ବେଳେ ବ୍ରାଉନସୁଗାର ଜବତ କଲା STF । ବ୍ରାଉନସୁଗାର ସହ ୨ ଚାଲାଣକାରୀକୁ ଗିରଫ କଲା କ୍ରାଇମବ୍ରାଞ୍ଚ STF |

ଭୁବନେଶ୍ବରରୁ ପୁଣି କୋଟିଏରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ | ବରମୁଣ୍ଡା ବସ୍‌ଷ୍ଟାଣ୍ଡରୁ ୧କୋଟି ୨୩ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ | ବସ୍‌ରେ କୋଲକାତାରୁ ଭୁବନେଶ୍ବର ଆସୁଥିଲା

Read more

କଟକ ବିଡାନାସୀ ଏନସିସି ଘାଟରୁ ଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର । ସ୍ଥାନୀୟ ଲୋକେ ମୃତଦେହ ଉଦ୍ଧାର କରି ପୋଲିସକୁ ଖବର ଦେଲେ । ମୃତଦେହ ବ୍ୟବଚ୍ଛେଦ ପାଇଁ ଏସ୍‌ସିବି ପଠାଇଲା ପୋଲିସ । ଆତ୍ମହତ୍ୟା କରିଥିବା ସନ୍ଦେହ, ତଦନ୍ତ କରୁଛି ବିଡ଼ାନାସୀ ପୋଲିସ |

କଟକ ବିଡାନାସୀ ଏନସିସି ଘାଟରୁ ଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର । ସ୍ଥାନୀୟ ଲୋକେ ମୃତଦେହ ଉଦ୍ଧାର କରି ପୋଲିସକୁ ଖବର ଦେଲେ । ମୃତଦେହ ବ୍ୟବଚ୍ଛେଦ

Read more